The Dacoits: ପୁଲିସ ଓ ଡକାୟତ ଦଳ ମୁହାଁମୁହିଁ, ଅସ୍ତ୍ରଶସ୍ତ୍ର ଧରି ଜଙ୍ଗଲକୁ ଚାଲିଗଲେ ଡକାୟତ

1 hour ago 1
ARTICLE AD BOX

ପୁଲିସ ପାଟ୍ରୋଲିଂ ବେଳେ ଏକ ଡକାୟତି ଗାଡ଼ିକୁ ପୁଲିସ ଠାବ କରିଥିଲା। ପୁଲିସ  ଠାରୁ ବଞ୍ଚିବା ପାଇଁ  ଗାଡ଼ି ଅଟକାଇବା ବଦଳରେ  ଦ୍ରୁତ ଗତିରେ  ଗାଡ଼ି  ଚଳାଇ ସେଠାରୁ  ଖସିବା ପାଇଁ ଯୋଜନା କଲେ ଡକାୟତି ଦଳ।

 (sambad.in) The Dacoits left the Bolero and entered the village forest with the weapons Photograph: (sambad.in)

ବୋରିଗୁମ୍ମା: ଗତକାଲି ପୁଲିସ ପାଟ୍ରୋଲିଂ ବେଳେ ଏକ ଡକାୟତ ଗାଡ଼ିକୁ ପୁଲିସ ଠାବ କରିଥିଲା। ପୁଲିସ  ଠାରୁ ବଞ୍ଚିବା ପାଇଁ  ଗାଡ଼ି ଅଟକାଇବା ବଦଳରେ  ଦ୍ରୁତ ଗତିରେ  ଗାଡ଼ି  ଚଳାଇ ସେଠାରୁ  ଖସିବା ପାଇଁ ଯୋଜନା କଲେ ଡକାୟତି ଦଳ। ପୁଲିସ ଗାଡ଼ି ମଧ୍ୟ ଡକାୟତ ଦଳର ଗାଡ଼ିକୁ ୭ କିଲୋମିଟର ପର୍ଯ୍ୟନ୍ତ  ଗୋଡ଼ାଇ ଥିଲା।

ବୋଲେରୋ ଛାଡ଼ି ଦେଇଥିଲେ

କାମରା ଶ୍ମଶାନ ରାସ୍ତା ନିକଟରେ ନିଜ ଗାଡ଼ି ଅଟକାଇ ଡକାୟତମାନେ ଗାଡ଼ିରୁ ମାରଣାସ୍ତ୍ର କାଢ଼ି ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରି ପୁଲିସ ଗାଡ଼ିର ଚାବି ନେଇ ଡକାୟତ  ଛୁ ମାରିଥିଲେ। ପୁଲିସ ଓ ଡକାୟତି ଦଳ ମୁହାଁମୁହିଁ ହୋଇଥିଲେ। ନିଜର ବୋଲେରୋ ଛାଡ଼ି ଦେଇ ଗାଡ଼ି ଭିତରେ ଥିବା ଅସ୍ତ୍ରଶସ୍ତ୍ରକୁ ଧରି ଗାଁ ଜଙ୍ଗଲ ଭିତରେ ପଶିଲେ। ପୁଲିସ ଗାଁ ଲୋକଙ୍କୁ କହିବା ପରେ ରାତି ୨ଟା ଠାରୁ ପୁଲିସ ସହ କମରା ଅଞ୍ଚଳର ୨୦୦ରୁ ଅଧିକ ଲୋକ ସେମାନଙ୍କୁ ଖୋଜାଖୋଜିରେ ଲାଗିଛନ୍ତି।

ଉତ୍ତର ପ୍ରଦେଶ ପାଇଁ ୩ ରଣଜୀ ଦଳ ଦାବି କଲେ ଜେନ୍‌-ଜି କ୍ରିକେଟର

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.