Ambulance Driver: ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର

1 hour ago 1
ARTICLE AD BOX

ଆରଏସପି କ୍ୱାର୍ଟ୍ସରୁ ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ରାକେଶ ପାତ୍ର (୪୯))l ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି l ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

 (SAMBAD.IN) The hanging body of an ambulance driver has been recovered from RSP Quarters. Photograph: (SAMBAD.IN)

ରାଉରକେଲା: ଆରଏସପି କ୍ୱାର୍ଟ୍ସରୁ ଆମ୍ବୁଲାନ୍ସ ଚାଳକଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ରାକେଶ ପାତ୍ର (୪୯))l ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି l ସେକ୍ଟର - ୩ ଥାନା ଅନ୍ତର୍ଗତ ଏକ ନମ୍ୱର ସେକ୍ଟର -1- E- 1 କ୍ଵାର୍ଟର ରେ ଏହି ଘଟଣା ଘଟିଛି l

ଥାନାରେ ଅଭିଯୋଗ

 ସ୍ତ୍ରୀ କୁନି ପାତ୍ର ଏନେଇ ଥାନାରେ ଅଭିଯୋଗ କରିଛନ୍ତି l ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Snakebite: ସର୍ପାଘାତରେ ଅଜା-ନାତି ମୃତ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.