Temperature: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲା ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା

35 minutes ago 1
ARTICLE AD BOX

ପୁରୀ ସହରରେ ୧୮୯୬ରୁ ତଥ୍ୟ ଅନୁଯାୟୀ,  ଗତକାଲି ଅକ୍ଟୋବର ୫ ତାରିଖରେ ରେକର୍ଡ ହୋଇଥିବା ୩୬.୬ ଡିଗ୍ରି ସେଲସିଅସ୍ ହେଉଛି ଅକ୍ଟୋବର ମାସର ଇତିହାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା।

 (sambad.in) Puri recorded 36.6°C on October 5 Photograph: (sambad.in)

ପୁରୀ: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲାଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା। ପୁରୀ ସହରରେ ୧୮୯୬ରୁ ତଥ୍ୟ ଅନୁଯାୟୀ,  ଗତ କାଲି ଅକ୍ଟୋବର ୫ ତାରିଖରେ ରେକର୍ଡ ହୋଇଥିବା ୩୬.୬ ଡିଗ୍ରି ସେଲସିଅସ୍ ହେଉଛି ଅକ୍ଟୋବର ମାସର ଇତିହାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା। ଏହା ପୂର୍ବରୁ ଦ୍ଵିତୀୟ ସର୍ବାଧିକ ତାପମାତ୍ରା ୨୦୨୪ ଅକ୍ଟୋବର ୪ ତାରିଖରେ ୩୬.୩ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଥିଲା।

Rayagada Soldier: ରାୟଗଡ଼ା ଯୁବକ ନାଗାଲIଣ୍ଡରେ ସହିଦ: ଅଙ୍ଗଦାନ କରିଲେ ଭି ତେଜା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.