Suspended: ମହିଳା ଥାନାରୁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ ମାମଲା, ଦୁଇ କର୍ମଚାରୀ ନିଲମ୍ବିତ

1 hour ago 1
ARTICLE AD BOX

ଗତ ମାସ ୩୧ ତାରିଖ ସକାଳୁ ମହିଳା ଥାନାର ଟଏଲେଟରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ କମିସନରେଟ୍ ପୁଲିସ୍ ଦାୟିତ୍ୱରେ ଥିବା ଦୁଇ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି।

 (sambad.in) The Commissionerate police has suspended two police officers Photograph: (sambad.in)

ଭୁବନେଶ୍ବର: ଗତ ମାସ ୩୧ ତାରିଖ ସକାଳୁ ମହିଳାଥାନାର ଟଏଲେଟରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ କମିସନରେଟ୍ ପୁଲିସ୍ ଦାୟିତ୍ୱରେ ଥିବା ଦୁଇ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଦାୟିତ୍ୱରେ ଅବହେଳା କାରଣରୁ ଦାୟିତ୍ୱରେ ଥିବା ଡିସିଓ ଓ ସେଣ୍ଟ୍ରିଙ୍କୁ ନିଲମ୍ବିତ କରାଯାଇଛି।

ପୁଲିସକୁ ଚକମା ଦେଇ ଫେରାର

ସୂଚନାଯୋଗ୍ୟ, ଭଦ୍ରକଜିଲ୍ଲା ସାବରଙ୍ଗ ଥାନା ଏରଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ସୁତାରଙ୍କ ପୁଅ ରୁଦ୍ର ପ୍ରସାଦ ସୁତାର (୨୫) ପୁଲିସକୁ ଚକମା ଦେଇ ସକାଳେ ଫେରାର ହୋଇଯାଇଥିଲେ। ରୁଦ୍ର ଜଣେ ଦୁଷ୍କର୍ମ ଅଭିଯୁକ୍ତ। ଏହି ଘଟଣାରେ କମିସନରେଟ୍ ପୁଲିସ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Abhijit Deepak: ଅଭିଜିତ୍ ଦୀପକେଙ୍କୁ ତୁରନ୍ତ ଗିରଫ କରାଯାଉ: ଲିଖିତ ଅଭିଯୋଗ ଦାଖଲ କଲେ ଫୈଜାନ୍

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.