Student Illness: କୁରକୁରେ ଖାଇ ଛାତ୍ର ଅସୁସ୍ଥ: ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

1 hour ago 1
ARTICLE AD BOX

ସୋର:ବାଲେଶ୍ୱରଜିଲ୍ଲା ସୋର ଅଞ୍ଚଳର ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୋର ପବ୍ଲିକ ସ୍କୁଲରେ ପଢ଼ୁଥିବା ସବିରା ଗ୍ରାମର ଛାତ୍ର ନିଖିଲ୍ ତରେଇ କୁରକୁରେ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।

Advertisment

ପ୍ରାର୍ଥନା ବେଳେ ହଠାତ ଅସୁସ୍ଥ

ପରିବାର ଲୋକଙ୍କ କହିବା ଅନୁଯାୟୀ,ଆଜି ସକାଳେ ନିଖିଲ ଘରୁ ଆସିବା ସମୟରେ ରାସ୍ତାରେ କୁରକୁରେ ଖାଇଥିଲା। ସ୍କୁଲରେ ପ୍ରାର୍ଥନା ହେଉଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡିବାରୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ଏବେ ସୁସ୍ଥ ଥିବା ଜଣାପଡିଛି।

Pratap Sarangi: କୋଳକୁ ଫେରିଲା ଝିଅ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଲେ ବାପା

Read Entire Article
LEFT SIDEBAR AD

Hidden in mobile, Best for skyscrapers.