stabbed: ବଚସାରୁ ଛୁରି ମରାମାରି: ରେଳବାଇ କର୍ମଚାରୀ ମୃତ, ଆଉ ଜଣେ ସାଙ୍ଗ ଗୁରୁତର

1 hour ago 1
ARTICLE AD BOX

ତାଳଚେର: ତାଳଚେର ଗଣେଶ ବିହାରରେ ଏକ ଅଭାବନୀୟ ଘଟଣା ପରିଲକ୍ଷିତ ହୋଇଛି। ଗଣେଶ ବିହାରର ଭଡ଼ା ଘରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସାରୁ  ଛୁରି ମରାମାରି ଭଳି ଘଟଣା ଦେଖିବାକୁ ମିଳିଛି। ଉଭୟଙ୍କ ଭିତରୁ ଜଣେ ମୃତ ଓ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି|

ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଛି ପୁଲିସ

ଖବର ପାଇ ପୁଲିସ ଘର କବାଟ ଭାଙ୍ଗି ରକ୍ତଜୁଡୁବୁଡୁ ଅବସ୍ଥାରେ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଛି| ଦୁହେଁ ସାଙ୍ଗ ହୋଇଥିବା ବେଳେ କେଉଁ କାରଣରୁ ବଚସା ହୋଇଥିଲା, ପରେ ତାହା ଏଭଳି ରୂପ ନେଇଥିଲା, ତାହା ଅସ୍ପଷ୍ଟ ରହିଛି। ଉଭୟ ରେଳବାଇ କର୍ମଚାରୀ ହୋଇଥିବା ଜଣା ପଡିଛି |

Raygada: ସେପ୍ଟେମ୍ବର ୨ ଏବଂ ୩ରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ଗସ୍ତ, ରିଭଲକଣା ରାଗିଙ୍ଗର ଯାଞ୍ଚ କରିବେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.