ARTICLE AD BOX
ଦବଙ୍ଗ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲ୍ଲୀଙ୍କ ବୟାନକୁ ନେଇ ବିବାଦ ବଢିବାରେ ଲାଗିଛି। ଏକ ସାକ୍ଷାତକାରରେ ସେ ସଲମାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି, ଯାହାକୁ ନେଇ ଚାରିଆଡେ ଚହଳ ପଡିଛି।
ବଲିଉଡ୍ ସୁପରଷ୍ଟାର ଦବଙ୍ଗ ଖାନଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଏଥର ତାଙ୍କ ପୂର୍ବତନ ପ୍ରେମିକା ସୋମି ଅଲ୍ଲୀଙ୍କ ବୟାନକୁ ନେଇ ବିବାଦ ବଢିବାରେ ଲାଗିଛି। ଏକ ସାକ୍ଷାତକାରରେ ସେ ସଲମାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି, ଯାହାକୁ ନେଇ ଚାରିଆଡେ ଚହଳ ପଡିଛି। ଯେଉଁଥିରେ ସେ ସଲମାନଙ୍କୁ କଞ୍ଜୁସ କହିବା ସହ ମରିବା ଯାଏଁ ସଲମାନ ତାଙ୍କୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ତେବେ ବାସ୍ତବରେ ଘଟଣା କଣ। କାହିଁକି ସେ ଏପରି କହିଲେ ଆସନ୍ତୁ ଜାଣିବା ?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


