Shruti Haasan: ବାହା ହେବିନି ହେଲେ ମାଆ ହେବି

6 hours ago 1
ARTICLE AD BOX

ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ ନିଜ ବୟାନକୁ ନେଇ ଚର୍ଚ୍ଚାରେ। ବିବାହ ଓ ମାତୃତ୍ୱକୁ ନେଇ ତାଙ୍କ କଥା ଏବେ ସୋସିଆଲ ମିଡିଆରେ ଭାଇରାଲ।

ସାଉଥ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ତଥା ସୁପରଷଅଟାର କମଲ ହାସନଙ୍କ ଝିଅ ଶ୍ରୁତି ହାସନ । ନିଜର ଦମଦାର ଅଭିନୟ ଅଲଗା ଅନ୍ଦାଜ ଏବଂ ବୋଲ୍ଡ ବ୍ୟକ୍ତିତ୍ୱ ପାଇଁ ସେ ସବୁବେଳେ ଲାଇମଲାଇଟରେ ରହିଥାଆନ୍ତି । ତେବେ ଏଥର କୌଣସି ଫିଲ୍ମ କିମ୍ବା ନୂଆ ପ୍ରୋଜେକ୍ଟ ପାଇଁ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଦେଇଥିବା ଏକ ବୟାନ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ବିବାହ ଓ ମାତୃତ୍ୱକୁ ନେଇ ଦେଇଥିବା ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.