Schools Closed: ସୁନ୍ଦରଗଡ଼ରେ ଲଗାଣ ବର୍ଷା, ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

1 month ago 14
ARTICLE AD BOX

ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ସନ୍ଧ୍ଯାରୁ ଲାଗି ରହିଛି ଲଗାଣ ବର୍ଷା।  ପାଣିପାଗ ବିଭାଗ ପୁଣି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ତେଣୁ  ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଆଜି ୧୮.୮.୨୦୨୬ ମଙ୍ଗଳବାର ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି।

 (sambad.in) Schools closed Photograph: (sambad.in)

ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ସନ୍ଧ୍ଯାରୁ ଲାଗି ରହିଛି ଲଗାଣ ବର୍ଷା।  ପାଣିପାଗ ବିଭାଗ ପୁଣି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।

ଦିନକ ପାଇଁ ଛୁଟି ଘୋଷଣା

ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଆଜି ୧୮.୮.୨୦୨୬ ମଙ୍ଗଳବାର ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଆଦେଶକ୍ରମେ, ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମୁରଲୀଧର ବେହେରା ଏହି ସୂଚନା ଜାରି କରିଛନ୍ତି।

Survey report: ସର୍ଭେ ରିପୋର୍ଟ: ଟ୍ରେନ୍‌ର ସମୟଜ୍ଞାନ ନାହିଁ, ସବୁଠାରୁ ତଳେ ଖୋରଧାରୋଡ୍‌ ଡିଭିଜନ୍‌

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.