ARTICLE AD BOX
ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଛଟ୍ ପର୍ବର ଖୁସି ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ନଗରା-ବେଲ୍ଥରାରୋଡ୍ ରାସ୍ତାର ନିଛୁୱାଡିହ ନିକଟରେ ଏକ ଦ୍ରୁତଗାମୀ କାର୍ ଗଛରେ ପିଟି ହେବାରୁ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଛଟ୍ ପର୍ବ ପରେ ଘରକୁ ଫେରୁଥିବା ବେଳେ...
/sambad/media/media_files/2026/11/15/whatsapp-i-2026-11-15-10-27-21.jpeg)
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଛଟ୍ ପର୍ବର ଖୁସି ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ନଗରା-ବେଲ୍ଥରାରୋଡ୍ ରାସ୍ତାର ନିଛୁୱାଡିହ ନିକଟରେ ଏକ ଦ୍ରୁତଗାମୀ କାର୍ ଗଛରେ ପିଟି ହେବାରୁ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଛଟ୍ ପର୍ବ ପରେ ଘରକୁ ଫେରୁଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହସ୍ପିଟାଲରେ ଆଖି ବୁଜିଛନ୍ତି। ଏହି ଘଟଣାରେ ଚାରିଟି ପରିବାରରେ ଶୋକର ଛାୟା ଖେଳିଯାଇଛି।
Iran Statement: ମନଗଢ଼ା ଭ୍ରାମକ କାହାଣୀ ପ୍ରସାର କରୁଛି ଆମେରିକା: ଟ୍ରମ୍ପଙ୍କ ମନ୍ତବ୍ୟର ପାଲଟା ଜବାବ ଦେଲା ଇରାନ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

13 minutes ago
1


