Ravindra Jadeja: ୪୦୦୦ ରନ୍‌, ୩୫୦ ୱିକେଟ୍‌: ଜାଡ଼େଜା ଚତୁର୍ଥ ଅଲ୍‌ରାଉଣ୍ଡର

54 minutes ago 4
ARTICLE AD BOX

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ର ତୃତୀୟ ଦିନରେ ସୋମବାର ରବୀନ୍ଦ୍ର ଜାଡ଼େଜା ୩ ୱିକେଟ୍‌ ନେଇ ୩୫୦ ୱିକେଟ୍‌ ପୂରଣ କରିଛନ୍ତି। ଏଥିସହ ସେ ୪,୦୦୦ ରନ୍‌ ଓ ୩୫୦ ୱିକେଟ୍‌ ନେବାରେ ଚତୁର୍ଥ କ୍ରିକେଟର୍‌ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ଧନଞ୍ଜୟ ଡି’ସିଲଭା ଓ କେଶରା ନୁୱାନ୍ତା ୱିକେଟ୍‌ ନେଇ ଏହି ସଫଳତା ପାଇଥିଲେ।

କଳା ପଡ଼ିଯାଇଛି କି ପିତ୍ତଳ ଓ ତମ୍ବା ବାସନ? ବିନା ଘଷି ମିନିଟ୍‌ରେ ଚମକାଇବାର ସହଜ ଉପାୟ

 ଶେଷରେ ଶତକୀୟ ପାଳି ଖେଳିଥିବା ସୋନାଲ ଦିନୁଶା (୧୦୦)ଙ୍କୁ ଆଉଟ୍‌ କରି ନିଜ ଟେଷ୍ଟ୍‌ ୱିକେଟ୍‌ ସଂଖ୍ୟା ୩୦୧ରେ ପହଞ୍ଚାଇଥିଲେ। ତାଙ୍କ ପୂର୍ବରୁ ଏହି କ୍ଲବ୍‌ରେ ଭାରତର କପିଳ ଦେବ, ଇଂଲଣ୍ଡର ଇଆନ ବୋଥାମ ଓ ନ୍ୟୁଜିଲାଣ୍ଡର ଡାନିଏଲ୍‌ ଭିଟୋରି ରହିଥିଲେ। ଏହି ୪ ଅଲ୍‌ରାଉଣ୍ଡରଙ୍କ ଭିତରେ ଜାଡ଼େଜା ୧୦୦ରୁ କମ୍‌ ଟେଷ୍ଟ୍‌ରେ ଏହି ସଫଳତା ପାଇଛନ୍ତି। କପିଳ ଦେବ ୧୩୪ ଟେଷ୍ଟ୍‌ରୁ ୫୨୪୮ ରନ୍‌ କରିଥିଲା ବେଳେ ୪୩୪ ୱିକେଟ୍‌ ନେଇଛନ୍ତି। ତାଙ୍କ ପଛକୁ ବୋଥାମ (୫୨୦୦ ରନ୍‌, ୩୮୩ ୱିକେଟ୍‌) ଓ ଭେଟୋରି (୪୫୩୦ ରନ୍‌, ୩୬୨ ୱିକେଟ୍‌) ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.