ARTICLE AD BOX
ଠାକୁରମୁଣ୍ଡା ଭୈରବ କୁଣ୍ଡର ବାବା ଭୈରବାନନ୍ଦ ସରସ୍ବତୀ ମହାପ୍ରଭୁଙ୍କ ରଥ ସମ୍ମୁଖରେ ୧୨ ଫୁଟର ଧୂପକାଠି ଜାଳିଛନ୍ତି। ସେ ମାସେ ଆଗରୁ କର୍ଣ୍ଣାଟକର ମହୀଶୂରରୁ ଏହାକୁ ବଇନା ଦେଇ ତିଆରି କରାଇଥିବା ବେଳେ ଏହାର ଦାମ ଥିଲା ପ୍ରାୟ ୭ ହଜାର ଟଙ୍କା।
12-foot incense stick Photograph: (sambad.in)ବାରିପଦା:ମୟୂରଭଞ୍ଜଜିଲ୍ଲା ଠାକୁରମୁଣ୍ଡା ଭୈରବ କୁଣ୍ଡର ବାବା ଭୈରବାନନ୍ଦ ସରସ୍ବତୀ ମହାପ୍ରଭୁଙ୍କ ରଥ ସମ୍ମୁଖରେ ୧୨ ଫୁଟର ଧୂପକାଠି ଜାଳିଛନ୍ତି। ସେ ମାସେ ଆଗରୁ କର୍ଣ୍ଣାଟକର ମହୀଶୂରରୁ ଏହାକୁ ବଇନା ଦେଇ ତିଆରି କରାଇଥିବା ବେଳେ ଏହାର ଦାମ ଥିଲା ପ୍ରାୟ ୭ ହଜାର ଟଙ୍କା।
ଆଧ୍ୟାତ୍ମିକ ମହକ
ବାବା ଭୈରବାନନ୍ଦ କହିଛନ୍ତି, ୧୯୯୬ ମସିହାରୁ ସେ ଏହିପରି ବଡ଼ ଧୂପକାଠି ନେଇ ଆସୁଛନ୍ତି। ଏହି ଧୂପକାଠି ୭୨ ଘଣ୍ଟା ପର୍ଯ୍ୟନ୍ତ ଜଳିବାର କ୍ଷମତା ଥିଲେ ହେଁ ପୁରୀରେ ସାମୁଦ୍ରିକ ହାୱା ଯୋଗୁଁ କମ୍ ସମୟ ଜଳିଥାଏ। ମହାପ୍ରଭୁଙ୍କ ରଥ ପରିପାର୍ଶ୍ବରେ ଆଧ୍ୟାତ୍ମିକ ମହକ ଖେଳାଇବାରେ ଏହା ସାହାଯ୍ୟ କରୁଥିବାରୁ ଏପରି କରିଆସୁଛନ୍ତି ବୋଲି ସେ କହିଛନ୍ତି।
Encounter: ଦୁର୍ଦାନ୍ତ ଅପରାଧୀ କାଳିଆକୁ ଏନକାଉଣ୍ଟର୍ କଲା ଗଞ୍ଜାମ ପୁଲିସ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


