ARTICLE AD BOX
ଧର୍ମ ପରିବର୍ତ୍ତନ ପରେ ହିଜାବ ପିନ୍ଧି ନମାଜ ପଢ଼ୁଛନ୍ତି ରାଖୀ ସାୱନ୍ତ। ରାଖୀଙ୍କ ଏଭଳି ଲୁକ୍କୁ ଦେଖି ତାଜୁବ ହୋଇଛନ୍ତି ଫ୍ୟାନ୍ସ । ତେବେ ହଠାତ୍ କାହିଁକି ଇସଲାମ ଧର୍ମ ଗ୍ରହଣ କଲେ ରାଖୀ?
ଧର୍ମ ପରିବର୍ତ୍ତନ ପରେ ହିଜାବ ପିନ୍ଧି ନମାଜ ପଢ଼ୁଛନ୍ତି ବଲିଉଡ୍ ଅଭିନେତ୍ରୀ ରାଖୀ ସାୱନ୍ତ। ରାଖୀଙ୍କ ଏଭଳି ଲୁକ୍କୁ ଦେଖି ତାଜୁବ ହୋଇଛନ୍ତି ଫ୍ୟାନ୍ସ। ତେବେ ହଠାତ୍ କାହିଁକି ଇସଲାମ ଧର୍ମ ଗ୍ରହଣ କଲେ ରାଖୀ? ଧର୍ମ ପରିବର୍ତ୍ତନ ପଛରେ କ’ଣ ରହିଛି କାରଣ? ସେ ନିଜେ ଏହାର ଖୁଲାସା କରିଛନ୍ତି। ତେବେ କଣ ରହିଛି ପୂରା ଘଟଣା ଆସନ୍ତୁ ଜାଣିବା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 hours ago
1


