Para Fencing: ପାରା ଅସିଚାଳନା ବିଶ୍ବକପ୍‌ରେ ଓଡ଼ିଶାରୁ ୫ ଜଣ

57 minutes ago 1
ARTICLE AD BOX

ଭୁବନେଶ୍ବର: ଥାଇଲାଣ୍ଡରେ ରବିବାରଠୁ ଆରମ୍ଭ ହୋଇଥିବା ପାରା ଅସିଚାଳନା ବିଶ୍ବକପ୍‌ରେ ଭାଗନେଇଥିବା ୧୪ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୫ ଜଣ ସ୍ଥାନ ପାଇଛନ୍ତି। ସେମା‌ନେ ‌ହେଲେ ରାଖାଲ କୁମାର ସେଠୀ, ଭି ରମେଶ ରାଓ, ପବିତ୍ର ସାହୁ, ପ୍ରକାଶ ବେହେରା ଓ ମାଳତୀ ପନାଉରେ। 

Advertisment

ଭଲ କରିବ ବୋଲି ଆଶା

ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳ ଭଲ କରିବ ବୋଲି ଆଶା ରଖିଛି ଓଡ଼ିଶା ପାରା କ୍ରୀଡ଼ା ସଂଘ। ଏହି ସମସ୍ତ ଖେଳାଳିଙ୍କୁ ଭାରତୀୟ ପାରାଲିମ୍ପିକ୍‌ କମିଟି ସମ୍ପାଦକ ଜୟବନ୍ତ ହାମାନାଭର, ଓଡ଼ିଶା ପାରା କ୍ରୀଡ଼ା ସଂଘ ସଭାପତି କମଳାକାନ୍ତ ରଥ ଓ ସମ୍ପାଦକ ସୁନିଲ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।

Cricket: ଇତିହାସ ରଚିଲେ ୫୧ ବର୍ଷୀୟ କ୍ରିକେଟର, ହାସଲ କଲେ ୫ଟି ୱିକେଟ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.