ARTICLE AD BOX
ନୀଳଗିରି: ବନ୍ଦହେଲା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ ଓ ସ୍ପର୍ଶ । ଜଳସ୍ତର ବଢୁଥିବାରୁ ଗେଟରେ ତାଲା ପକାଇଲା ଟ୍ରଷ୍ଟବୋର୍ଡ, ନିରାଶ ହୋଇ ଫେରିଲେ ଭକ୍ତ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ କରାଯାଇଥିବା କହିଲେ ଟ୍ରଷ୍ଟି ମ୍ୟାନେଜର।
ଗେଟରେ ତାଲା ପକାଇଲା ଟ୍ରଷ୍ଟବୋର୍ଡ
ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର ହୋଇଥିବାରୁ କୋଣ ଅନୁକୋଣରୁ ବିଭିନ୍ନ ଜଳ ଉତ୍ସରୁ କାଉଡିଆ ଭକ୍ତମାନେ ଜଳ ଉତ୍ତୋଳନ କରି ବାବା ପଞ୍ଚଲିଙ୍ଗେଶ୍ବରଙ୍କ ପୀଠକୁ ପାଣି ଢାଳିବାକୁ ଆସିଛନ୍ତି। ରାତି ୧୨ ଟାରୁ ଜଳାଭିଷେକ ହୋଇଥିବା ବେଳେ ପଥର ଖୋଲରେ ଥିବା ପଞ୍ଚଲିଙ୍ଗଙ୍କ ଉପରେ ଅଧିକ ପାଣି ଚାଲୁଥିବାରୁ ସ୍ପର୍ଶ ଦର୍ଶନ ବନ୍ଦ କରାଯାଇଛି।
Encounter: ବ୍ରଜରାଜନଗର ପୁଲିସର ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଆହତ

2 months ago
13


