ARTICLE AD BOX
ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଖଣି ନିଗମ (OMC)ର ମିଳିତ ସହଯୋଗରେ ଆୟୋଜିତ ଏହି ମାରାଥନ୍ ଆସନ୍ତା ୧୩ ଡିସେମ୍ବର ୨୦୨୬ ରେ ପୁରୀଠାରେ ଅନୁଷ୍ଠିତ ହେବ। ଏଥିପାଇଁ ପଞ୍ଜୀକରଣର ଶେଷ ତାରିଖ ନଭେମ୍ବର ୨୧ଯାଏଁ ବୃଦ୍ଧି କରାଯାଇଛି।
72nd Wildlife Week ୭୨ତମ ବନ୍ୟପ୍ରାଣୀ ସପ୍ତାହ: ପ୍ରଥମ ଚନ୍ଦକା ଗ୍ରୀନ୍ ମାରାଥନରେ ଦୌଡ଼ିଲେ ପ୍ରତିଯୋଗୀ
ଆଜି ଏନେଇ ଜାରି ଏକ ପ୍ରେସ୍ ବିବୃତିରେ ଦର୍ଶାଯାଇଛି, ୪୨ କି.ମି. (42K), ୨୧ କି.ମି. (21K), ୧୦ କି.ମି. (10K) ଏବଂ ୫ କି.ମି. (5K) ବର୍ଗର ଦୌଡ଼ ସହ ମୋଟ ₹୧ କୋଟି ଟଙ୍କାର ଆକର୍ଷଣୀୟ ପୁରସ୍କାର ରାଶି (Prize Purse) ସହିତ, ଏହା ଆପଣଙ୍କ ପାଇଁ ଏକ ଅବିସ୍ମରଣୀୟ କ୍ରୀଡ଼ା ଅଭିଜ୍ଞତାର ଅଂଶ ହେବାର ସୁବର୍ଣ୍ଣ ସୁଯୋଗ।
ମାରାଥନ୍ ତାରିଖ: ୧୩ ଡିସେମ୍ବର ୨୦୨୬
ପଞ୍ଜୀକରଣର ବର୍ଦ୍ଧିତ ଶେଷ ତାରିଖ: ୨୧ ନଭେମ୍ବର ୨୦୨୬
ଏବେ ହିଁ ପଞ୍ଜୀକରଣ କରନ୍ତୁ: www.puricoastalmarathon.in
120-Hour Sewing Marathon: ୧୨୦ ଘଣ୍ଟାର ସିଲାଇ ମାରାଥନ୍
ଏହା ଫିଟନେସ୍, କ୍ରୀଡ଼ା ଉତ୍କର୍ଷତା ତଥା ଓଡ଼ିଶାର ମନୋରମ ବେଳାଭୂମି ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ ଐତିହ୍ୟକୁ ଉତ୍ସବ ଭାବେ ପାଳନ କରିବାର ଏକ ଅନନ୍ୟ ପ୍ରୟାସ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।

13 minutes ago
1


