ARTICLE AD BOX
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୫ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ଶୃଙ୍ଖଳାକୁ ଶ୍ରେୟସ ଆୟରଙ୍କ ଟିମ୍ ଜିତିଛି। ମାଉଣ୍ଟ ମାଉଗାନୁଇରେ ଟସ୍ ଜିଣି ଘରୋଇ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ଏହି ମ୍ୟାଚ୍ରେ ୪୨.୧ ଓଭରରେ୨୦୯ ରନ୍ ସଂଗ୍ରହ କରିଥିଲା।
/sambad/media/media_files/2026/11/15/untitled-16-2026-11-15-15-25-37.jpeg)
ମାଉଣ୍ଟ ମାଉଗାନୁଇ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୫ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ଶୃଙ୍ଖଳାକୁ ଶ୍ରେୟସ ଆୟରଙ୍କ ଟିମ୍ ଜିତିଛି। ମାଉଣ୍ଟ ମାଉଗାନୁଇରେ ଟସ୍ ଜିଣି ଘରୋଇ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ଏହି ମ୍ୟାଚ୍ରେ ୪୨.୧ ଓଭରରେ୨୦୯ ରନ୍ ସଂଗ୍ରହ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୨୧୦ ରନ୍ର ଲକ୍ଷ୍ୟ ମିଳିଥିଲା। ନ୍ୟୁଜିଲାଣ୍ଡ ଟିମ୍ ୪୮.୧ ଓଭରରେ ୧୮୭ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ୨୨ ରନ୍ରେ ଭାରତ ଠାରୁ ପରାସ୍ତ ହୋଇଛି। ଭାରତ ଅନ୍ତିମ ମ୍ୟାଚ୍ ସହିତ ଶୃଙ୍ଖଳାକୁ ହାତେଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

15 minutes ago
1


