Nationwide bank strike: ସେପ୍ଟେମ୍ବର ୧୧ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

1 day ago 1
ARTICLE AD BOX

ନୂଆଦିଲ୍ଲୀ: ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ତରଫରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ୟୁନିୟନ ତରଫରୁ ଆସନ୍ତା ସେପ୍ଟେମ୍ବର ୧୧ରେ ଦିନିଆ ଧର୍ମଘଟ ଓ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟ କରାଯିବ। 

Central Bank: ସେଣ୍ଟ୍ରାଲ ବ୍ୟାଙ୍କର ଋଣ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦାବି ପୂରଣ ନ ହେଲେ ଅକ୍ଟୋବର ୨୬ରୁ ଆମରଣ ଅନଶନ ଆରମ୍ଭ ହେବ ବୋଲି ୟୁନିୟନ ଚେତାବନୀ ଦେଇଛି। ୟୁନିୟନ କହିଛି ଯେ ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ନେଇ ୨୦୨୪ ମାର୍ଚ୍ଚରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହମତ ହୋଇଥିଲା। ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସରକାର ସେହି ପ୍ରସ୍ତାବକୁ ଅନୁମୋଦନ କରୁନାହାନ୍ତି। ଅର୍ଥ ମନ୍ତ୍ରଣାଳୟର ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌କୁ ମଧ୍ୟ ଏହା ବିରୋଧ କରିଛି।

Bank Theft Attempt ଏସ୍‌ବିଆଇ ବ୍ୟାଙ୍କ୍‌ରେ ପଶିଲେ ଚୋର: କିଛି ପାଇଲେନି, ଫେରିଗଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.