Nana Patekar: ୩୫ ଟଙ୍କାରୁ ୮୦ କୋଟିର ହୋଇଥିଲେ ମାଲିକ

44 minutes ago 1
ARTICLE AD BOX

ଯେଉଁ ନାନା ପାଟେକର ଦିନେ କୋଟି କୋଟି ଟଙ୍କାର ଫିଲ୍ମ କରୁଥିଲେ ତାଙ୍କ ଜୀବନ କିନ୍ତୁ ବେଶ୍‌ ସଂଘର୍ଷମୟ ଥିଲା । ଆସନ୍ତୁ ନାନା ପାଟେକରଙ୍କ ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତର କାହାଣୀ ବିଷୟରେ ଜାଣିବା।

ଆଉ ନାହାନ୍ତି ବଲିଉଡ୍ର ଦିଗ୍ଗଜ ଅଭିନେତା ନାନା ପାଟେକର । ୭୫ ବର୍ଷ ବୟସରେ ସେ ଆଖିବୁଜିଛନ୍ତି । ଗୋଆସ୍ଥିତ ଘରେ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ହେଲେ ଡାକ୍ତରଙ୍କ ଦୀର୍ଘ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ନାନା ପାଟେକରଙ୍କ ବିୟୋଗ ଖବର ସାରା ଚଳଚ୍ଚିତ୍ର ଜଗତ ସହ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି । ପାଖାପାଖି ପାଞ୍ଚ ଦଶନ୍ଧିର ଅଭିନୟ ଜୀବନରେ ନାନା ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ତାଙ୍କ ଅଭିନୟ ଆଜି ବି ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।  ଯେଉଁ ନାନା ପାଟେକର ଦିନେ କୋଟି କୋଟି ଟଙ୍କାର ଫିଲ୍ମ କରୁଥିଲେ ତାଙ୍କ ଜୀବନ କିନ୍ତୁ ବେଶ୍‌ ସଂଘର୍ଷମୟ ଥିଲା । ଆସନ୍ତୁ ଜାଣିବା ନାନା ପାଟେକରଙ୍କ ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତର କାହାଣୀ ବିଷୟରେ ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.