Mute People May Express: କମାଲ୍ କଲେ ମସ୍କ ଏବେ ମନକଥା କହିପାରିବେ ମୂକ!

5 days ago 6
ARTICLE AD BOX

ବେଳେବେଳେ ବିଜ୍ଞାନ ମଣିଷ ଜୀବନକୁ ବଦଳାଇଦିଏ। ଏବେ ଏମିତି ଏକ ପ୍ରଯୁକ୍ତିକୁ ନେଇ ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ୍ ଚର୍ଚ୍ଚାରେ ରହିଛି । ମୁହଁ ନଖୋଲି ମନର କଥାକୁ କମ୍ପ୍ୟୁଟର ଶବ୍ଦରେ ପରିଣତ କରିପାରୁଛି।

ବେଳେବେଳେ ବିଜ୍ଞାନ କେବଳ ନୂଆ ଜିନିଷ ଖୋଜେ ନାହିଁ। ବରଂ ମଣିଷର ଜୀବନକୁ ହିଁ ବଦଳାଇଦିଏ। ଏବେ ଏମିତି ଏକ ପ୍ରଯୁକ୍ତିକୁ ନେଇ ଚର୍ଚ୍ଚାରେ ରହିଛି ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ୍। କଳ୍ପନା କରନ୍ତୁ ତ ଜଣେ ବ୍ୟକ୍ତି କଥା କହିପାରୁନାହାନ୍ତି। ମୁହଁ ନଖୋଲି ମନରେ ନିଜ କଥା ଭାବୁଛନ୍ତି। ଆଉ ସେହି ଭାବନାକୁ କମ୍ପ୍ୟୁଟର ଶବ୍ଦରେ ପରିଣତ କରୁଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ମୁହଁ ନଖୋଲି ନିଜ ପତ୍ନୀଙ୍କୁ ‘ଆଇ ଲଭ୍ ୟୁ’ କହୁଥିବା ଦେଖିବାକୁ ମିଳିଛି। ଆଉ ଏହି ଦୃଶ୍ୟ ବିଜ୍ଞାନ ଓ ପ୍ରଯୁକ୍ତିର ନୂଆ ସମ୍ଭାବନାକୁ ନେଇ ଚର୍ଚ୍ଚା ବଢ଼ାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.