ARTICLE AD BOX
ମୁମ୍ବାଇର ଆଣ୍ଟିଲିଆରେ ଅନେକ ସୁବିଧା ରହିଛି। କିନ୍ତୁ ଆପଣ ମାନେ ଜାଣନ୍ତି କି? ଏତେ ବଡ଼ ଘରର ମାସିକ ବିଜୁଳି ବିଲ୍ କେତେ ଆସିଥାଏ ? ଏହି ବିଲ୍ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।
ମୁମ୍ବାଇର ଆଣ୍ଟିଲିଆ ଦେଶର ଅନ୍ୟତମ ଚର୍ଚ୍ଚିତ ଏବଂ ଦାମୀ ଘର। ଏହି ଆଲିସାନ୍ ଘରେ ଶିଳ୍ପପତି ମୁକେଶ ଅମ୍ବାନୀ ତାଙ୍କ ପରିବାର ସହ ରୁହନ୍ତି। ୨୭ ମହଲା ବିଶିଷ୍ଟ ଏହି ବିଶାଳ ଘରେ ସୁଇମିଙ୍ଗ୍ ପୁଲ୍ଠାରୁ ଆରମ୍ଭ କରି ପ୍ରାଇଭେଟ୍ ଥିଏଟର୍, ଜିମ୍, ସ୍ପା ଏବଂ ହେଲିପ୍ୟାଡ୍ ପର୍ଯ୍ୟନ୍ତ ଅନେକ ସୁବିଧା ରହିଛି। କିନ୍ତୁ ଆପଣ ମାନେ ଜାଣନ୍ତି କି? ଏତେ ବଡ଼ ଘରର ମାସିକ ବିଜୁଳି ବିଲ୍ କେତେ ଆସିଥାଏ ? ଏହି ବିଲ୍ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

50 minutes ago
2


