Minor missing: ପୋଖରୀ ଭିତରେ ୨୨ ଘଣ୍ଟା ହେଲା ନାବାଳକ ନିଖୋଜ

56 minutes ago 1
ARTICLE AD BOX

ପୋଖରୀକୁ ଗାଧେଇବାକୁ ଯାଇ ନାବାଳକ ନିଖୋଜ ହୋଇଯାଇଛି। ନିଖୋଜ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ହୋଇଥିବା ନାବାଳକ ଜଣକ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ବର୍ଲା ଗାଁର ଶ୍ରୀତମ ହରପାଲ ବୋଲି ସୂଚନା ମିଳିଛି। 

 ପୋଖରୀ ଭିତରେ ୨୨ ଘଣ୍ଟା ହେଲା ନାବାଳକ ନିଖୋଜ

ଦେଓଗାଁ: ପୋଖରୀକୁ ଗାଧେଇବାକୁ ଯାଇ ନାବାଳକ ନିଖୋଜ ହୋଇଯାଇଛି। ନିଖୋଜ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ହୋଇଥିବା ନାବାଳକ ଜଣକ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ବର୍ଲା ଗାଁର ଶ୍ରୀତମ ହରପାଲ ବୋଲି ସୂଚନା ମିଳିଛି। 

ସୂଚନାଯୋଗ୍ୟ,  ତୁଷୁରା ଥାନା ଅନ୍ତର୍ଗତ ବର୍ଲା ଗାଁରେ ଥିବା ଏକ ପୋଖରୀକୁ ଜଣେ ୧୬ ବର୍ଷୀୟ ଶ୍ରୀତମ ହରପାଲ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣାପଡିଛି। ତେବେ ଗୁଡଭେଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରେ ନିଖୋଜ ହୋଇଥିବା ନାବାଳକକୁ ଉଦ୍ଧାର ପାଇଁ ଚେଷ୍ଟା କରୁଛି। ଘଟଣାକୁ ୨୨ଘଣ୍ଟା ବିତି ଯାଇଥିଲେ ସୁଦ୍ଧ‌ା ଶ୍ରୀତମରକୌଣସି ଖୋଜଖବର ନାହିଁ।

ରାହୁଲ ଗାନ୍ଧୀ ଜନସାଧାରଣଙ୍କ ଜନାଦେଶକୁ ସମ୍ମାନ ଦେବା ଉଚିତ: ରାଜନାଥ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.