Marrying for ₹1 Crore: କୋଟିଏ ଟଙ୍କା ପାଇଁ କରୁଛନ୍ତି ବିବାହ

1 hour ago 2
ARTICLE AD BOX

ରଷରେ ହେଉଛି ରକ୍ତର ସଉଦା। ପ୍ରଥମେ ବିବାହ କରୁଛନ୍ତି। ତାପରେ ସବୁଟଙ୍କା ଲୁଟି ନେଉଛନ୍ତି। ନାରୀ ନାଁରେ ସାଜିଛନ୍ତି କଳଙ୍କ। ରୁଷରେ ଏହି ମହିଳାଙ୍କୁ ବ୍ଲାକ୍ ଓ୍ବିଡୋ ବା କଳା ବିଧବା ବୋଲି କୁହାଯାଉଛି।

ରଷରେ ହେଉଛି ରକ୍ତର ସଉଦା। ବଳି ପଡ଼ୁଛନ୍ତି ସାଧାରଣ ସୈନିକ। ପ୍ରଥମେ ବିବାହ କରୁଛନ୍ତି। ତାପରେ ସବୁଟଙ୍କା ଲୁଟି ନେଉଛନ୍ତି। ନାରୀ ନାଁରେ ସାଜିଛନ୍ତି କଳଙ୍କ। ଜଣେ ସୈନିକର ବଳିଦାନକୁ କେବେ ଟଙ୍କାରେ ମାପିହୁଏ ନାହିଁ। ଯୁଦ୍ଧ ଭୂମିରେ ସେ ବୁହାଇଥିବା ରକ୍ତର ଧାରକୁ ଧନରେ କଳନା କରି ହୁଏ ନାହିଁ। କିନ୍ତୁ ରଷରେ ସମ୍ପୂର୍ଣ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ସେଠାରେ କିଛି ମହିଳା ଜାଣିଜାଣି ଯୁଦ୍ଧରେ ଯୋଗଦେଉଥିବା ସୈନିକଙ୍କୁ ବିବାହ କରୁଛନ୍ତି।  ଏବଂ ମୃତ୍ୟୁପରେ ସେମାନଙ୍କୁ ମିଳୁଥିବା ଟଙ୍କାକୁ ହଡ଼ପ କରୁଛନ୍ତି। ରୁଷରେ ଏହି ମହିଳାଙ୍କୁ ବ୍ଲାକ୍ ଓ୍ବିଡୋ ବା କଳା ବିଧବା ବୋଲି କୁହାଯାଉଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.