Kill 5 Crew Members: ଉଦ୍ଧାର ପୂର୍ବରୁ ଭାରତୀୟଙ୍କ ସମେତ ୫ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା

2 days ago 2
ARTICLE AD BOX
 ଉଦ୍ଧାର ପୂର୍ବରୁ ଭାରତୀୟଙ୍କ ସମେତ ୫ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫ୍ରିକା ମହାଦେଶର ପୂର୍ବ ଭାଗରେ ଅବସ୍ଥିତ ସୋମାଲିଆର ପୁଣ୍ଟଲାଣ୍ଡ ଅଧିକାରୀମାନେ ମଙ୍ଗଳବାର କହିଛନ୍ତି ଯେ, ସୁରକ୍ଷାବଳ ଉଦ୍ଧାର କରିବା ପୂର୍ବରୁ ସୋମାଲିଆ ସମୁଦ୍ର ଡକାୟତମାନେ ଅପହୃତ ପେଟ୍ରୋଲିୟମ୍‌ ଉତ୍ପାଦ ବୋଝେଇ ଟ୍ୟାଙ୍କର ‘ଏମ୍‌ଟି ଅନର-୨୫’ର ୫ ଜଣ କ୍ରୁ ସଦସ୍ୟଙ୍କୁ ହତ୍ୟା କରିଥିଲେ।

ମଙ୍ଗଳବାର ସେମାନେ ମେ’ ମାସରେ ଅପହରଣ ହୋଇଥିବା ଆଉ ଏକ ଜାହାଜକୁ ମଧ୍ୟ ଉଦ୍ଧାର କରିଛନ୍ତି। ଏହି ଜାହାଜରେ ୧୭ ଜଣ କ୍ରୁ ସଦସ୍ୟ ଥିଲେ। ଏପ୍ରିଲ୍‌ ମାସରେ ସମୁଦ୍ର ଡକାୟତମାନେ ଏହି ଜାହାଜକୁ ନିଜ କବ୍‌ଜାକୁ ନେଇଥିଲେ। ସେହି ସମୟରେ ସୋମାଲିଆରେ ସମୁଦ୍ର ଡକାୟତି ଘଟଣା ପୁଣିଥରେ ବଢ଼ିବା ଆରମ୍ଭ ହୋଇଥିଲା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.