judges: ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମ‌କୋର୍ଟ କଲେଜିୟମ୍ ୩ ଜଣଙ୍କ ନାମ ସୁପାରିଶ କଲା

3 days ago 5
ARTICLE AD BOX

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍‌ ସୋମବାର ଦେଶର ସର୍ବୋଚ୍ଚ ଅଦାଲତରେ ବିଚାରପତି ନିଯୁକ୍ତି ପାଇଁ ତିନି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାମର ସୁପାରିସ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି।

ଆହୁରି ପଢନ୍ତୁ :13 Students Fall Ill ଲୌହ ବଟିକା ଖାଇ ୧୩ ଛାତ୍ରଛାତ୍ରୀ ଅସୁସ୍ଥ

 ଏଥିରେ ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ସୁନିତା ଅଗ୍ରୱାଲ, ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ତେଲଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଅପରେଶ କୁମାର ସିଂହ ଅଛନ୍ତି। ସୋମବାର ଅନୁଷ୍ଠିତ କ‌ଲେଜିୟମ୍‌ ବୈଠକରେ ଏହି ସୁପାରିସ କରାଯାଇଛି। ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ ବିକ୍ରମ ନାଥ, ବିଭି ନାଗରତ୍ନା, ଏମ୍‌ଏମ୍‌ ସୁନ୍ଦ୍ରେଶ୍‌ ଓ ପିଏସ୍‌ ନରସିଂହ କଲେଜିୟମ୍‌ରେ ଅଂଶ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.