Jajpur: ଯାଜପୁରର ବାରୁଣୀ ଘାଟରେ ବୁଡି ଦୁଇ ଆନ୍ଧ୍ରପ୍ରଦେଶ ଦମ୍ପତି ମୃତ

5 hours ago 2
ARTICLE AD BOX

ଯାଜପୁର ସହରସ୍ଥ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବୁଡି ଦୁଇ ଜଣ ଆନ୍ଧ୍ରପ୍ରଦେଶ ଦମ୍ପତି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ସେମାନେ ପରିବାର ସହ ମା ବିରଜାଙ୍କ ଦର୍ଶନ କରିବା ସହ ପିଣ୍ଡଦାନ କରିବାକୁ ଆସିଥିଲେ।

 ଯାଜପୁରର ବାରୁଣୀ ଘାଟରେ ବୁଡି ଦୁଇ ଆନ୍ଧ୍ରପ୍ରଦେଶ ଦମ୍ପତି ମୃତ

ଯାଜପୁର : ଯାଜପୁର ସହରସ୍ଥ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ବୁଡି ଦୁଇ ଜଣ ଆନ୍ଧ୍ରପ୍ରଦେଶ ଦମ୍ପତି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ସେମାନେ ପରିବାର ସହ ମା ବିରଜାଙ୍କ ଦର୍ଶନ କରିବା ସହ ପିଣ୍ଡଦାନ କରିବାକୁ ଆସିଥିଲେ। ସେମାନେ ଦଶାସ୍ୱମେଧ ଘାଟରେ ପରିବାର ସହ ଗାଧୋଉ ଥିବାବେଳେ ବୁଡି ଯାଇଥିଲେ।

ଆହୁରି ପଢନ୍ତୁ: Badminton: ଜାପାନ ମାଷ୍ଟର୍ସ: କ୍ବାର୍ଟରରେ ଲକ୍ଷ୍ୟ, ଶ୍ରୀକାନ୍ତ

ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କରିବାକୁ ଉଦ୍ୟମ କରି ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଏମ ଶ୍ରୀବାସ ସିଲୁ ଓ ଏମ ଦେବୀ ବୋଲି ଜଣା ପଡିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.