Jajpur: ପ୍ରଖର ସୁଅରେ ଭାସି ଯାଇଥିବା ବ୍ୟବସାୟୀଙ୍କୁ ଖୋଜୁଛି ଓଡ୍ରାଫ ଓ ଅଗ୍ନିଶମ ବାହିନୀ

1 hour ago 1
ARTICLE AD BOX

ଯାଜପୁର ବ୍ଲକ୍‌ ଜାଫରପୁର ପଞ୍ଚାୟତ ସଇପୁର ଗାଁ ନିକଟରେ ପ୍ରଖର ବନ୍ୟାଜଳରେ ଜଣେ ପରିବା ବ୍ୟବସାୟୀ ଗତକାଲି ସନ୍ଧ୍ୟାରେ ଭାସିଯାଇଥିଲେ। ଉକ୍ତ ପଞ୍ଚାୟତ ମୁଗୁଡ଼ି ଗାଁର ଅଜୟ ସାହୁ(୫୦) ଯାଜପୁର ଟାଉନ ଅଞ୍ଚଳରେ ପରିବା ବ୍ୟବସାୟ କରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ବନ୍ୟାଜଳରେ ଭାସି ଯାଇଥିଲେ।

 ପ୍ରଖର ସୁଅରେ ଭାସି ଯାଇଥିବା ବ୍ୟବସାୟୀଙ୍କୁ ଖୋଜୁଛି ଓଡ୍ରାଫ ଓ ଅଗ୍ନିଶମ ବାହିନୀ

ଯାଜପୁର:  ଯାଜପୁର ବ୍ଲକ୍‌ ଜାଫରପୁର ପଞ୍ଚାୟତ ସଇପୁର ଗାଁ ନିକଟରେ ପ୍ରଖର ବନ୍ୟାଜଳରେ ଜଣେ ପରିବା ବ୍ୟବସାୟୀ ଗତକାଲି ସନ୍ଧ୍ୟାରେ ଭାସିଯାଇଥିଲେ। ଉକ୍ତ ପଞ୍ଚାୟତ ମୁଗୁଡ଼ି ଗାଁର ଅଜୟ ସାହୁ(୫୦) ଯାଜପୁର ଟାଉନ ଅଞ୍ଚଳରେ ପରିବା ବ୍ୟବସାୟ କରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ବନ୍ୟାଜଳରେ ଭାସି ଯାଇଥିଲେ। ଉକ୍ତ ସ୍ଥାନରେ ୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବାବେଳେ ଗତକାଲି ରାତିରେ କୌଣସି ପତ୍ତା ମିଳିନଥିଲା | ଆଜି ସକାଳୁ ଅଗ୍ନିଶମ ଓ ଓଡ୍ରାଫ ଟିମ ପହଂଚି ଖୋଜାଖୋଜି କରୁଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.