Is Ambani the Real Boss of India: ଭାରତର ଅସଲ ବସ୍‌ କ’ଣ ଅମ୍ବାନୀ?

4 hours ago 1
ARTICLE AD BOX

ଭାରତରେ ଷ୍ଟାରଲିଙ୍କ୍‌ର ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ଆରମ୍ଭକୁ ନେଇ ଏଲନ୍‌ ମସ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢିଛି। “ଅମ୍ବାନୀ କ’ଣ ଭାରତର ଅସଲ ବସ୍‌?” ବୋଲି ସେ ସିଧାସଳଖ ପ୍ରଶ୍ନ କରିଛନ୍ତି।

ଭାରତରେ ଇଣ୍ଟରନେଟ୍‌ ସେବାକୁ ନେଇ ଆମେରିକୀୟ ବିଲେନିଅର ଏଲନ୍‌ ମସ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବଢ଼ିଲା କି ତିକ୍ତତା? ଷ୍ଟାରଲିଙ୍କ୍‌ର ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ଭାରତରେ ଆରମ୍ଭ ହୋଇପାରୁନଥିବାକୁ ନେଇ ମସ୍କ ଉଠାଇଛନ୍ତି ପ୍ରଶ୍ନ । ଏପରିକି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଇଙ୍ଗିତ କରି ସେ ପଚାରିଛନ୍ତି “ଅମ୍ବାନୀ କ’ଣ ଭାରତର ଅସଲ ବସ୍‌?” ଅନ୍ୟପଟେ ସରକାର କହିଛନ୍ତି, ଷ୍ଟାରଲିଙ୍କ୍‌ ସମେତ ସମସ୍ତ ସାଟେଲାଇଟ୍‌ ଇଣ୍ଟରନେଟ୍‌ କମ୍ପାନୀଙ୍କୁ ସମାନ ନିୟମ ମାନିବାକୁ ପଡ଼ିବ ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.