ARTICLE AD BOX
ଆଇଫୋନ୍ 18 Pro ଲଞ୍ଚ ପରେ ମଧ୍ୟ ପୁରୁଣା ମଡେଲର ଦାମ ବହୁତ କମିନାହିଁ। ହେଲେ ଅକ୍ଟୋବର ଫେଷ୍ଟିଭ୍ ସେଲ୍ରେ ବଡ଼ ଡିସ୍କାଉଣ୍ଟ ମିଳିପାରେ। ତେଣୁ ଟିକେ ଅପେକ୍ଷା କଲେ ଅଧା ଦାମରେ ମିଳିପାରେ ଆଇଫୋନ୍।
ଆଇଫୋନ୍ ପାଇଁ ଚିନ୍ତାରେ ଅଛନ୍ତି ? ଏତେ ଟଙ୍କା ଦେଇ କେମିତି କିଣିବେ ଭାବୁଛନ୍ତି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଅଧାଧାମରେ ଏଥର ମିଳିବ ଆଇଫୋନ୍ଆ। ଆଇଫୋନ୍ 18 Pro ସିରିଜ୍ ଲଞ୍ଚ ହେବାପରେ ଏବେ ପୁରୁଣା ଆଇଫୋନ୍ ଉପରେ ଗ୍ରାହକଙ୍କ ନଜର ରହିଛି। ସାଧାରଣତଃ ନୂଆ ଆଇଫୋନ୍ ଲଞ୍ଚ ହେବା ପରେ ପୁରୁଣା ମଡେଲ୍ର ଦାମ କମିବା ଆଶା ରହିଥାଏ। କିନ୍ତୁ ଏଥର ନୂଆ ମଡେଲ୍ ସହିତ ଏଆଇ ଫିଚରକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ପୁରୁଣା ଆଇଫୋନ୍ ଗୁଡ଼ିକର ଦାମ୍ ଏବେବି ସମ୍ପୂର୍ଣ୍ଣ ଶସ୍ତା ହୋଇନାହିଁ। ଯଦି ଆପଣ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ କରିବେ କଣ ? ଏବେ କିଣିବେ ନା ଅକ୍ଟୋବର ସେଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବେ?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
5


