India vs Sri Lanka: ଭାରତ-ଶ୍ରୀଲଙ୍କା ଅଭ୍ୟାସ ମ୍ୟାଚ୍‌: ୪ଦିନିଆ ବଦଳରେ ୩ଦିନିଆ ହେବ

2 hours ago 2
ARTICLE AD BOX

ନୂଆଦିଲ୍ଲୀ:ଶ୍ରୀଲଙ୍କା ଗସ୍ତରେ ଭାରତ ୨ ମ୍ୟାଚ୍‌ ଟେ‌ଷ୍ଟ୍‌ ଶୃଙ୍ଖଳା ଖେଳିବା ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଚଳିତ ମାସ ୭ ତାରିଖରୁ ହେବାକୁ ଥିବା ଶ୍ରୀଲଙ୍କା ଏକାଦଶ ବିପକ୍ଷ ଏହି ଅଭ୍ୟାସ ମ୍ୟାଚ୍‌ ଦିବସ ଗୋଟିଏ ଦିନ କମାଇ ଦିଆଯାଇଛି। କଲମ୍ବୋର ନନ୍ଦେସ୍କ୍ରିପ୍ଟସ କ୍ରିକେଟ୍‌ କ୍ଲବ୍‌ (ଏନ୍‌ସିସି) ପଡ଼ିଆରେ ଏହି ମ୍ୟାଚ୍‌ ୪ଦିନିଆ ବଦଳରେ ୩ଦିନିଆ ଖେଳାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ କହିଛି।

ଭାରତୀୟ ଦଳ ୪ ତାରିଖରେ ଶ୍ରୀଲଙ୍କା‌ରେ ପହଞ୍ଚିବ। ୩ଦିନିଆ ଅଭ୍ୟାସ୍‌ ମ୍ୟାଚ୍‌ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହାପ‌ରେ ଗଲ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ୍‌ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଶେଷ ଟେଷ୍ଟ୍‌ କଲମ୍ବୋର ଏସ୍‌ଏସ୍‌ସିଠାରେ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଏସ୍‌ଏଲ୍‌ସି ସୂଚନା ଦେଇଛି।

Suspension Order: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଆଇଏଫ୍‌ଏସ୍‌ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.