ARTICLE AD BOX
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ମଙ୍ଗଳବାର ବର୍ମିଂହାମ୍ର ଏଜବାଷ୍ଟନ୍ରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୨୫୮ ରନ୍ ସଂଗ୍ରହ କରିଛି।
/sambad/media/media_files/2026/07/14/screenshot-2026-07-14-193849-2026-07-14-19-44-53.jpg)
ବର୍ମିହାମ୍: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ମଙ୍ଗଳବାର ବର୍ମିଂହାମ୍ର ଏଜବାଷ୍ଟନ୍ରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୨୫୮ ରନ୍ ସଂଗ୍ରହ କରିଛି। ଭାରତ ପାଇଁ ଅକ୍ଷର ପଟେଲ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି। ପ୍ରସିଦ୍ଧ କୃଷ୍ଣ ଏବଂ ଗୁରନୁର ବ୍ରାର୍ଙ୍କୁ ୨-୨ ୱିକେଟ୍ ମିଳିଥିଲା ବେଳେ ଜସପ୍ରୀତ ବୁମରା ଏବଂ ଶିବଭ ଦୁବେ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


