ARTICLE AD BOX
ମୁମ୍ବାଇ: ବିଦେଶକୁ ଟଙ୍କା ପଠାଇବା ସନ୍ଦେହରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ, ପ୍ରଯୋଜକ ବାସୁ ଭଗନାନୀ ଓ ପାନୋରାମା ଷ୍ଟୁଡିଓ ସହ ଜଡ଼ିତ ମୁମ୍ବାଇର ୧୨ଟି ସ୍ଥାନରେ ସୋମବାର ଆୟକର ବିଭାଗ ଚଢ଼ାଉ କରିଛି।
Advertisment
ଆହୁରି ପଢନ୍ତୁ :landslides: ଦକ୍ଷିଣ ମ୍ୟାମାରରେ ବନ୍ୟା, ଭୂସ୍ଖଳନ: ୮ ମୃତ, ୩୦ ନିଖୋଜ ଆଶଙ୍କା
ଏହି ଅଭିଯାନ ଚଳଚ୍ଚିତ୍ର ସମ୍ପର୍କିତ କାରବାର ଓ ବିଦେଶକୁ ପାଣ୍ଠି ସ୍ଥାନାନ୍ତର ସହ ଜଡ଼ିତ ସନ୍ଦେହଜନକ ଆର୍ଥିକ ଅନିୟମିତତା ତଦନ୍ତର ଅଂଶ ବୋଲି ଜଣାପଡ଼ିଛି। ଚଢ଼ାଉ ବେଳେ ଅଧିକାରୀମାନେ ଅର୍ଥ କାରବାର ସମ୍ପର୍କିତ କାଗଜପତ୍ର ଓ ନେଣଦେଣରରେକର୍ଡ ଯାଞ୍ଚ କରିଥିଲେ।

49 minutes ago
1


