ICC Award: ‘ଆଇସିସି ମାସର ଶ୍ରେଷ୍ଠ ମହିଳା ଖେଳାଳି’ ହେଲେ ଦୀପ୍ତି ଶର୍ମା

19 minutes ago 1
ARTICLE AD BOX

ନୂଆଦିଲ୍ଲୀ:ଭାରତୀୟ ତାରକା ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ଅକ୍ଟୋବର ମାସ ପାଇଁ ଭାରତୀୟ ତାରକା ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ଅକ୍ଟୋବର ମାସ ପାଇଁ ଆଇସିସି ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ଜିତିଛନ୍ତି। ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ପାଇଁ ଶୁକ୍ରବାର ତାଙ୍କୁ ଏହି ସମ୍ମାନ ମିଳିଛି। ନିଜ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ସେ ଏହି ପୁରସ୍କାର ଜିତିଛନ୍ତି। ପୁରସ୍କାର ଜିତିଛନ୍ତି। ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ପାଇଁ ଶୁକ୍ରବାର ତାଙ୍କୁ ଏହି ସମ୍ମାନ ମିଳିଛି। ନିଜ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ସେ ଏହି ପୁରସ୍କାର ଜିତିଛନ୍ତି। ୨୯ ବର୍ଷୀୟ ଦୀପ୍ତି ଏହି ପୁରସ୍କାର ଦୌଡ଼ରେ ବାଂଲାଦେଶର ସୋଭନା ମୋସ୍ତାରୀ ଏବଂ ଅଷ୍ଟ୍ରେଲିଆର ଆନାବେଲ ସଦରଲ୍ୟାଣ୍ଡଙ୍କୁ ପଛରେ ପକାଇଥିଲେ।

ପୁରସ୍କାର ପାଇ ଖୁସି ଅଛନ୍ତି ଦୀପ୍ତି
ପୁରସ୍କାର ଜିତିବା ପରେ ଦୀପ୍ତି କହିଛନ୍ତି, ଆଇସିସି ମହିଳା ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇ ଖୁସି ଅଛନ୍ତି। ଜିମ୍ବାୱେ ବିପକ୍ଷ ଶୃଙ୍ଖଳା ଭାରତୀୟ ଦଳ ପାଇଁ ଭଲ ଥିଲା ଏବଂ ଯୁବ ଖେଳାଳିଙ୍କ ପ୍ରଦର୍ଶନ ତାଙ୍କୁ ବିଶେଷ ଗର୍ବିତ କରିଥିଲା। ଏହି ଶୃଙ୍ଖଳାରେ ଶତକ ହାସଲ କରିବା ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ଥିଲା। ଦଳର ବିଜୟରେ ଏହା ଅବଦାନ ରଖିଥିବାରୁ ତାହା ଆହୁରି ଅର୍ଥପୂର୍ଣ୍ଣ ହୋଇଥିଲା ବୋଲି ସେ କହିଛନ୍ତି। ଗତବର୍ଷ ଅକ୍ଟୋବରରେ ମଧ୍ୟ ଦୀପ୍ତି ଭାରତର ବିଶ୍ୱକପ୍ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏଥର ଜିମ୍ବାୱେ ବିପକ୍ଷରେ ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ତାଙ୍କୁ ପୁଣି ଏହି ସମ୍ମାନ ଦେଇଛି।

India all out for 89: ରୋହିତ, କୋହଲି, ଶ୍ରେୟସ ‘ଡକ୍‌’; ଭାରତ ୮୯ରେ ଅଲ୍‌ଆଉଟ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.