Hunger Strike: ବିଭିନ୍ନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

59 minutes ago 1
ARTICLE AD BOX

ଗୁଣପୁର: ରାୟଗଡ଼ାଜିଲ୍ଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ବିଭିନ୍ନ ଦାବିନେଇ ମଙ୍ଗଳବାର ଠାରୁ ଅନଶନ ଆରମ୍ଭ କରିଛନ୍ତି l ଅନଶନ ଆରମ୍ଭ ପୁର୍ବରୁ କର୍ମୀ ଏବଂ ସହାୟିକାମାନେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ବାହାରି ସିଡିପିଓଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଅନଶନ ଆରମ୍ଭ କରିଛନ୍ତି l

Advertisment

ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ

ସିଡିପିଓଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କିମ୍ବା ବଦଳି ନ ହେବା ଯାଏଁ ଏଵଂ ଅନ୍ୟାନ୍ୟ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l ସେମାନଙ୍କର ଦାବି ପୂରଣ ନ ହେବାରୁ ଅନଶନ ଆରମ୍ଭ କରିଛନ୍ତି ଅଙ୍ଗନୱାଡି କର୍ମୀ ଏବଂ ସହାୟିକା l

Loot: ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କ ନିକଟରୁ ମୋବାଇଲ ଲୁଟ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.