Horoscope 2026 September 30: ଜାଣନ୍ତୁ ଆଜିର ରାଶିଫଳ

48 minutes ago 1
ARTICLE AD BOX

‌ମେ‌ଷ: କୌଣସି ନିଣ୍ଣୟ ନେବା ପୂର୍ବରୁ ପରିବାର ଲୋକଙ୍କ ମତ ନିଅନ୍ତୁ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ଶାନ୍ତି ବଜାୟ ରହିବ। 

Ariesବୃଷ: ଅଫିସ କାମରେ ଆପଣ ବ୍ୟସ୍ତ ରହିବେ। ଇଂଜିନିୟରଙ୍କୁ ଭଲ ଜାଗାରେ ଚାକିରି ମିଳିବ। ବେପାରରେ ଲାଭ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

Taurusମିଥୁନ: ଘରୁ କାମରେ ବାହାରୁଥିବା ବେଳେ ବନ୍ଧୁ ଠାରୁ ଫୋନକୋଲ୍ ଆସିବ। ଜୀବନକୁ ଭଲ ଢ଼ଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ। ଆପଣଙ୍କ ଭାଗ୍ୟର ଦ୍ବାର ଖୋଲିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।  

Geminiକର୍କଟ: ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ପୁତ୍ର ପକ୍ଷରୁ ଆପଣଙ୍କୁ ସୁଖ ମିଳିବ। ରାଜନୀତିରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ।‌

Cancer
ସିଂହ: ଧର୍ମକାର୍ଯ୍ୟରେ ମନ ଲାଗିବ। ଅଫିସରେ କୌଣସି କଥାକୁ ନେଇ ମାନସିକ ସ୍ଥିତି ଖରାପ ହୋଇପାରେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ସୋସିଆଲ ମିଡ଼ିଆରେ ଆପଣଙ୍କର ବନ୍ଧୁ ବଢ଼ିବେ। ‌

Leoକନ୍ୟା: ଆପଣଙ୍କର କୌଣସି କାମର ପ୍ରଶଂସା ହେବ। ମହିଳାମାନେ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଯୋଗ ଅଛି। ଜୀବନସାଥୀ ସହ ଲାଗି ରହିଥିବା ଭୁଲ୍ ବୁଝାମଣା ଦୂର ହେବ। 

Virgoତୁଳା: ପେସାଦାର ବ୍ୟବସାୟୀ ଡ଼ିଲ୍ ହସ୍ତାକ୍ଷର କରିବେ। ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଭାଇ ଭଉଣୀଙ୍କ ସହିତ ଖୁବ୍ ମନୋରଂଜନ କରିବେ। ବୈବାହିକ ଜୀବନ ସୁଖମୟ ରହିବ। 

Libra
ବିଛା: ଆପଣ କୌଣସି ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ଛାତ୍ରଙ୍କର ଅଧୁରା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ‌‌

Scorpioଧନୁ: କାରବାରରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଆବଶ୍ୟକତା ଠାରୁ କାହାରିକୁ ଅଧିକ ଭରସା କରନ୍ତୁ ନାହିଁ। ଋଣ ପାଇଁ ଆବେଦନ କରିଥିଲେ ଆଜି ଆପଣଙ୍କୁ ସୀକୃତି ମିଳିବ। ଶରୀର ସୁସ୍ଥ ରହିବ। 

Sagittariusମକର: ଧର୍ମକାର୍ଯ୍ୟ ଆଡ଼କୁ ମନ ଢ଼ଳି ରହିବ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ। ଆମଦାନି ବୃଦ୍ଧି ଲାଗି କୌଣସି ନୂଆ ଯୋଜନା ଆପଣଙ୍କ ମସ୍ତିଷ୍କରେ ଆସିବ। 

Capricorn
କୁମ୍ଭ: ବ୍ୟବସାୟୀଙ୍କ କାମରେ ଅନୁକୂଳତା ବନି ରହିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ପ୍ରତିଯୋଗୀ ପରୀକ୍ଷା ପାଇଁ ଲାଗି ରହିଥିବା ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ମିଳିବ। 

Aquarius
ମୀନ: ନୂଆ ବ୍ୟବସାୟ ଆରମ୍ଭ ଆପଣଙ୍କ ଲାଗି ଫଳଦାୟୀ ହେବ। ଆର୍ଥିକ ସ୍ଥିତିରେ ସୁଦୃଢ଼ ଆସିବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। କାର୍ଯ୍ୟକ୍ଷେତ୍ରରେ ନିଜର କାମ ଅନ୍ୟମାନଙ୍କ ଦ୍ବାରା କରିନେବାର ସଫଳ ରହିବେ। 

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.