Horoscope 2026 September 28: ଜାଣନ୍ତୁ ଆଜିର ରାଶିଫଳ

3 hours ago 2
ARTICLE AD BOX

ମେଷ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ନିଜର ନୀତି ଉପରେ କିଛି ପରିବର୍ତ୍ତନ ଆଣନ୍ତୁ। ସହଯୋଗୀ ଓ କର୍ମଚାରୀଙ୍କୁ ଅଣଦେଖା କରନ୍ତୁ ନାହିଁ। ସୁସମ୍ବାଦ ପାଇବେ। ନିଜର ସ୍ବପ୍ନ ପୂରା କରି ପାରନ୍ତି। 

Ariesବୃଷ: ସକାରାତ୍ମକ ଦୃଷ୍ଟିକୋଣ ରଖିଲେ ପରିସ୍ଥିତି ଠିକ୍ ହେବ। କୌଣସି ବିଷୟରେ ଲାଗି ରହିଥବା ସମସ୍ୟା ଦୂର ହୋଇଯିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। 

Taurusମିଥୁନ: ବ୍ୟବସାୟ ମାମଲାରେ ବହୁତ ଧୈର୍ଯ୍ୟ ଓ ସଂଯମ ରଖିବା ଦରକାର। କାହାରି ସାହାଯ୍ୟରେ ବଡ଼ ଅର୍ଡ଼ର ମିଳିପାରେ। ପ୍ରତ୍ୟେକ ଲୋକ ଆପଣଙ୍କ ସହିତ ଭଲ ବ୍ୟବହାର କରିବେ। 

Geminiକର୍କଟ: ବ୍ୟବସାୟ କ୍ଷେତ୍ରରେ ବ୍ୟସ୍ତତା ରହିବେ। ଆବେଶରେ ଆସିଲେ ପରସ୍ଥିତି ବିଗିଡ଼ି ପାରେ। ଚାକିରିରେ ଉନ୍ନତି ଯୋଗ ରହିଛି। ପରିବାରଜନଙ୍କ ସହ ଭଲ ସାମଞସ୍ୟ ରହିବ। ସ୍ବାସ୍ଥ୍ୟରେ ସୁଧାର ହେବ। 

Cancer
ସିଂହ: କିଛି କାମରେ ନୂଆକରି ଭାବି ପାରନ୍ତି। ଜୀବନସାଥୀ ଆପଣଙ୍କ କାମରେ ସହଯୋଗ କରିବେ। ବହୁ ଦିନର ସ୍ବପ୍ନ ସାକାର ହେବ। ବିଦ୍ୟାର୍ଥୀ ପ୍ରତିଯୋଗୀତା ପରୀକ୍ଷାରେ ଭଲ ପରିଣାମ ପାଇବେ। 

Leoକନ୍ୟା: ଅନ୍ୟରାଜ୍ୟ ବା ବିଦେଶ ଯାତ୍ରାରେ ଯାଇପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ଲାଗି ଉଚିତ ରହିବ। ଆପଣଙ୍କ କଥାବର୍ତ୍ତାରେ କୋମଳତା ରହିବ। ପ୍ରେମୀ ଯୁଗଳ ସିନେମା ଦେଖିବାକୁ ଯିବେ।‌ 

Virgoତୁଳା: ଚାକିରି ଖୋଜୁଥିବା ଲୋକଙ୍କର ଆଶା ପୂରା ହୋଇପାରେ। ବ୍ୟବସାୟ ସଂପର୍କ ଆହୁରି ମଜଭୁତ କରିବେ। ଚାକିରିରେ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। କଳା ଛାତ୍ରଙ୍କ ଲାଗି ଦିନଟି ଭଲ। 

Libra
ବିଛା: ଆପଣଙ୍କ ଜୀବନକୁ ବଢ଼ିଆ କରିବା ଲାଗି କିଛି ଭଲ ମଉକା ପାଇବେ। ସାମାଜିକ ଗତିବିଧିରେ ଆପଣଙ୍କର ଯୋଗଦାନ ରହିବ। ପ୍ରେମରେ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 

Scorpioଧନୁ: ସାରାଦିନ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ଅଫିସରେ ଆପଣଙ୍କୁ ଭଳି କାମ ଦିଆଯିବ ଯାହାକୁ ଆପଣ ସହଜରେ ପୂରା କରିପାରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। 

Sagittariusମକର: ନୂଆ ଶକ୍ତିର ପ୍ରଭାବ ଆପଣଙ୍କ ଭିତରେ ଅନୁଭବ କରିବେ। ଆପଣଙ୍କ କାର୍ଯ୍ୟରେ ନିଶ୍ଚୟ ସଫଳ ହେବେ। କନ୍ୟା ଲାଗି ସୁଯୋଗ୍ୟ ବର ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ସୁଯୋଗ ପାଇବେ। 

Capricorn
କୁମ୍ଭ: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। କୌଣସି ନିର୍ଣ୍ଣୟ ନେବାରେ ବହୁତ ଅଧିକ ସମୟ ନେଲେ ହାତଛଡ଼ା କରିପାରନ୍ତି। ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିପାରେ।

Aquarius
ମୀନ: ଆପଣ ମନ ମୁତାବକ ଫଳ ପାଇବେ। ଭାଗୀଦାରିରେ କାରବାର ଲାଗି ଦିନଟି ଭଲ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଇସ୍ପାତ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.