ARTICLE AD BOX
ମେଷ: ବିରୋଧୀପକ୍ଷ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। କୌଣସିପ୍ରକାର ଅନୁଚିତ କାର୍ଯ୍ୟ ଆପଣଙ୍କ ଅଶାନ୍ତି କାରଣ ହୋଇପାରେ। ଆପଣଙ୍କ ଆଖପାଖର ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ବ୍ୟାବହାରିକ କାର୍ଯ୍ୟପ୍ରଣାଳୀରେ କିଛି ପରିବର୍ତ୍ତନ ହୋଇପାରେ। ଲୋକଙ୍କ ସମ୍ମୁଖରେ ଆପଣଙ୍କୁ ମତ ରଖିବାରେ ପୂରା ମଉକା ମିଳିବ। ଆପଣଙ୍କ ଯୋଜନାରେ ଲୋକ ଖୁବ୍ ପ୍ରଭାବିତ ହେବେ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ଆପଣ କିଛି ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଯାହା ଦ୍ବାରା ଆପଣଙ୍କ ଅର୍ଥନୀତି ଓ ଘରର ବ୍ୟବସ୍ଥା ଠିକ୍ ରଖିବାରେ ସହାୟକ ହେବ। ଧର୍ମ ଓ ସମାଜ କାର୍ଯ୍ୟରେ ଆପଣଙ୍କର ରୁଚି ହେବ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ନୂଆପ୍ରକାର ଗତିବିଧିରେ ବ୍ୟସ୍ତତାର ରହିବେ। ଆପଣ ଧୈର୍ଯ୍ୟଧରି ରହନ୍ତୁ। ଅଚାନକ ଧନଲାଭ ହେବା ଯୋଗୁଁ ଆପଣଙ୍କ ଚେହେରାରେ ଖୁସି ବନିରହିବ। ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: କୌଣସି ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସଂଶୟର ସ୍ଥିତି ସମାପ୍ତ ହେବ। ଆପଣଙ୍କର ପୂରା ଧ୍ୟାନ ବ୍ୟବସାୟ ଓ କିଣିବା କ୍ଷେତ୍ରରେ ଲଗାନ୍ତୁ। ଯାନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କଠାରୁ ପରାମର୍ଶ ପାଇବେ। ପୁରୁଣା ବନ୍ଧୁ ସହ ମିଳନ ଆପଣଙ୍କୁ ଖୁସି ଦେବ। ସନ୍ଧ୍ୟାରେ କାହାରି ଜନ୍ମଦିନ ସମାରୋହକୁ ଯାଇପାରନ୍ତି।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ତୁଳା: କାରବାର ଓ ପରିବାର ମଧ୍ୟରେ ଭାରସାମ୍ୟ ବଜାୟ ରହିବ। ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। କୌଣସି କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ଆପଣ କୌଣସି ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ରହିବେ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟାକଥା ପ୍ରଚାର କରିପାରନ୍ତି। ଆପଣଙ୍କର ସ୍ଥିତି ଜଲଦି ସୁଧୁରିବାରେ ନଜର ଆସିବ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ଅଫିସରେ କୌଣସି କାମ ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଆପଣଙ୍କର ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ ଯାହାଦ୍ବାରା ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: କିଛି ସମୟ ମନୋରଂଜନରେ ଅତିବାହିତ କରିବେ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଆପଣଙ୍କ ଶକ୍ତିରେ ବହୁତ କିଛି ହାସଲ କରିନେବେ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ନିଜର ଭାବନା ସହିତ ଅନ୍ୟମାନଙ୍କର ଭାବନାକୁ ଧ୍ୟାନ ରଖିବେ। କୌଣସି ମାମଲା ଶାନ୍ତିରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଅର୍ଡର ସପ୍ଲାଇଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତିରେ ସୁଧାର ହେବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: କୌଣସି ମହତ୍ବପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନେଇପାରନ୍ତି। କୌଣସି ବଡ଼ ଓ ଅଲଗା କାମ କରିବାକୁ ଭାବି ପାରନ୍ତି। ଧର୍ମ ଓ ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ହୋଇପାରେ। ନବବିବାହିତ ଦମ୍ପତ୍ତିଙ୍କ ଲାଗି ଦିନଟି ଭଲ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

1 hour ago
1


