ARTICLE AD BOX
ଉଦ୍ଘାଟନୀ ଉତ୍ସବରେ ବଲାଙ୍ଗୀର ଏସ୍ପି
ଉଦ୍ଘାଟନୀ ଉତ୍ସବରେ ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ, ଅତିରିକ୍ତ ଏସ୍ପି ଗୁଣନିଧି ମଲ୍ଲିକ, ଅଭିନେତ୍ରୀ ତଥା ପୂର୍ବତନ ଖେଳାଳି ପ୍ରାଚୀ ତେହଲାନ, ଭାରତୀୟ ବୋଲିଂ ସଂଘ କୋଷାଧ୍ୟକ୍ଷ କ୍ରିଷ୍ଣବୀର ସିଂହ ରାଠି, ଭାରତୀୟ ଅସିଚାଳନା ସଂଘ କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ, ଟୁର୍ଣ୍ଣାମେଣ୍ଟ୍ ନିର୍ଦ୍ଦେଶକ ଡକ୍ଟର ଅଞ୍ଜୁ ଲୁଥାରା, ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସ ଭାରପ୍ରାପ୍ତ ଅଧିକାରୀ ପରାଶର ବାଗ, ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଆନନ୍ଦିନୀ ଦର୍ଜି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

1 hour ago
3


