ARTICLE AD BOX
ମେଷ: ଶୁଭ ସନ୍ଦେଶ ପାଇବା ଯୋଗୁଁ ସାରାଦିନ ପ୍ରସନ୍ନ ରହିବେ। ଅଫିସରେ ଅଧିକ ସମୟ କାମ କରିବେ। ପରିବାରଜନଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ। ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବା ଲାଗି ଭଲ ସମୟ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ନୂଆ ବିଚାରରେ କାମ କଲେ ଅଧିକ ଲାଭ ପାଇବେ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆଳସ୍ୟ ପାଇଁ କୌଣସି କାମ ଟାଳିବାର ପ୍ରୟାସ କରନ୍ତୁନାହିଁ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ଚାକିରି ପାଇଁ କୌଣସି ଅଧିକାରୀଙ୍କ ସହଯୋଗ ପାଇବେ। ରାଜନୀତିରେ ଆପଣ କିଛି ନୂଆ ଅନୁଭବ ପାଇବେ। ପରିବାରରେ ସୁଖଶାନ୍ତି ରହିବ। ବ୍ୟବସାୟରେ ଉନ୍ନତି ହେବ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ଅନାବଶ୍ୟକ ଖର୍ଚ୍ଚ କମ୍ କଲେ ଆପଣଙ୍କର ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। କାରବାରରେ ବ୍ୟବସ୍ଥା ବ୍ୟବସ୍ଥିତ ରହିବ। ଜୀବନସାଥୀର ଭାବନାକୁ ସମ୍ମାନ କରନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ଆପଣଙ୍କ ବିନମ୍ର ବ୍ୟବହାରରେ ସମସ୍ତଙ୍କ ହୃଦୟ ଜିଣିନେବେ। ବ୍ୟକ୍ତିଗତ କାର୍ଯ୍ୟକୁ ସହଜ ଉପାୟରେ ସଂପୂର୍ଣ୍ଣ କରିବେ। ଖର୍ଚ୍ଚ କରିବା ସମୟରେ ଆର୍ଥିକ ସ୍ଥିତି ଉପରେ ଧ୍ୟାନ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରାରେ ଯିବେ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ଚାକିରିଜୀବୀ ନୂଆ ପ୍ରୋଜେକ୍ଟ ପାଇପାରନ୍ତି। ସଫଳତାର ଭଲ ଅବସର ଅତି ଶୀଘ୍ର ପାଇବେ। ଜୀବନସାଥୀ ସହ ସମ୍ବନ୍ଧକୁ ନେଇ ଅଧିକ ଭାବୁକ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ପରିଶ୍ରମ କରନ୍ତୁ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ଆହୁରି ପଢ଼ନ୍ତୁ- Taiwan: ଆମେରିକୀୟ ଜେନେରାଲ ବାର୍ଷିକ ସାମରିକ ଅଭ୍ୟାସ ପର୍ଯ୍ୟବେକ୍ଷଣ ପାଇଁ ଆସିଥାନ୍ତି ତାଇୱାନ: ଗୁପ୍ତ ତଥ୍ୟ ପ୍ରକାଶ
ତୁଳା: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରେ ସମାଧାନ ପାଇବେ। ଯୁବାବର୍ଗ କୌଣସି କଥାକୁ ନେଇ ଉତ୍ସାହିତ ରହିବେ। ଋଣ ପରିଶୋଧ କରିବେ। ପ୍ରିୟଜନ ମିଳନ। ମନପସନ୍ଦ ବସ୍ତୁ ମିଳିବା ଯୋଗୁଁ ମନ ପ୍ରସନ୍ନ ରହିବ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: କାରବାରରେ ନୂଆ ଗତିବିଧି ଉପରେ କାମ କରିବା ଲାଗି ଦିନଟି ଭଲ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ପୂର୍ବରୁ ଦେଇଥିବା ପ୍ରତିଯୋଗୀ ପରୀକ୍ଷାରେ ଭଲ ଫଳ ପାଇବେ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ବରିଷ୍ଠଙ୍କ ମାର୍ଗଦର୍ଶନ ମିଳିବା ଯୋଗୁଁ କୌଣସି ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ନେବା ସହଜ ହେବ। ପରିଶ୍ରମ ପାଇଁ ଆପଣଙ୍କ କାରବାର ବୃଦ୍ଧି ହେବ। ଆପଣଙ୍କର ମହତ୍ବପୂର୍ଣ୍ଣ କଥା କାହାରିକୁ କହନ୍ତୁ ନାହିଁ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହୋଇ ଆପଣଙ୍କୁ ଉପହାର ଦେଇପାରନ୍ତି। ନିଜର ସାହସ ଓ ଆତ୍ମବିଶ୍ବାସକୁ ହ୍ରାସ ହେବାକୁ ଦିଅନ୍ତୁ ନାହିଁ। ମହିଳାମାନେ ଜିନିଷ କିଣିବା ପାଇଁ ମନ ବଳାଇବେ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ଆପଣଙ୍କ ମନରେ ନକାରାତ୍ମକ କଥା ଆସିବାକୁ ଦିଅନ୍ତୁ ନାହିଁ। ଧୈର୍ଯ୍ୟଧରି ରହନ୍ତୁ। କୌଣସି କାମରେ ଅନ୍ୟର ସାହାଯ୍ୟ ଅପେକ୍ଷା ନିଜ ପରିଶ୍ରମ ବଳରେ କରନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ଅନ୍ୟମାନଙ୍କ କଥାରେ ନଆସି ଆପଣଙ୍କ କଥାକୁ ପ୍ରାଥମିକତା ଦିଅନ୍ତୁ। ବଡ଼ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇବେ। ବେପାରରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରନ୍ତୁ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

3 hours ago
1


