Horoscope 2026 October 13: ଜାଣନ୍ତୁ ଆଜିର ରାଶିଫଳ...

3 hours ago 1
ARTICLE AD BOX

‌ମେ‌ଷ: ପରିବାରରେ ସବୁ ଲୋକଙ୍କୁ ଆନନ୍ଦପ୍ରାପ୍ତି ହେବ। ଅର୍ଡର୍‌ ସପ୍ଲାଇଙ୍କର ଉନ୍ନତି ହେବ। କୋର୍ଟକଚେରିର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ।  ‌ 

Aries

ବୃଷ: ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାରକୁ ଗ୍ରହଣ କରିବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଜୀବନସାଥୀ ଠାରୁ ଖୁସି ଖବର ପାଇବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।   

Taurus

ମିଥୁନ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହେବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତାକୁ ମଧୁରତାରେ ବଦଳାଇବା ଦିନଟି ଭଲ।   

 Gemini

କର୍କଟ: ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

Cancer
ସିଂହ: ଚାକିରିଜୀବୀଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁ ସହ ବିଶେଷ ବିଷୟରେ କଥା ହେବେ। କୌଣସି ବାଦବିବାଦକୁ ପଶନ୍ତୁ ନାହିଁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ଅଛି।

Leo

କନ୍ୟା: ଆପଣଙ୍କ ମନ ଆଧ୍ୟାତ୍ମିକ ପ୍ରତି ଅଧିକ ରହିବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ କଥା ଆପଣଙ୍କ କ୍ୟାରିୟରର ଦିଶାକୁ ବଦଳାଇ ଦେବେ। କୌଣସି ସହପାଠୀ ଆପଣଙ୍କୁ ନିଜର କଥା କହିବେ। 

Virgo

ଆହୁରି ପଢ଼ନ୍ତୁ- Chatting: ବିନା ଇଣ୍ଟରନେଟରେ ବି ଚାଟିଂ ହୋଇପାରୁଥିବା ଆପ୍ସ ଉପରେ ଲାଗିଲା କଟକଣା: ଭାରତୀୟ ଆପ୍ ଷ୍ଟୋରରୁ ହଟିଲା ‘ବିଟ୍‌ଚାଟ୍’

ତୁଳା: ଚାକିରି ବିଷୟରେ ଆପଣ ଅଧିକ ବ୍ୟବହାରିକ ରହିବେ। କାରବାରରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।  

Libra
ବିଛା: କୌଣସି କାମ କରିବା ପୂର୍ବରୁ ଜୀବନସାଥୀ ସହ ପରାମର୍ଶ କରିନିଅନ୍ତୁ ଭଲ ହେବ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ। 

Scorpio

ଧନୁ: ମନୋବଳସ୍ତର ଭଲ ରହିବ। ବେପାର ବଢ଼ାଇବା ପାଇଁ କୌଣସି ନୂଆ ନିୟମ ଆପଣଙ୍କ ସମ୍ମୁଖକୁ ଆସିବ। ଲାଗି ରହିଥିବା ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।    

Sagittarius

ମକର: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଭୂସଂପତ୍ତି କିଣିବା ଯୋଗ ଅଛି। ପିଲାମାନଙ୍କ ଠାରୁ ଶୁଭଖବର ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।   

Capricorn
କୁମ୍ଭ: ଲାଗି ରହିଥିବା ମକଦ୍ଦମା ଜଟିଳ ଦିଗକୁ ଗତି କରିବ। ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ କାମର ଦାୟିତ୍ବ ଦିଆଯିବ। ବେପାରରେ ଲାଭ ହେବ। 

Aquarius

ମୀନ: ଆପଣଙ୍କୁ କିଛି ଏଭଳି ହାସଲ ହେବ ଯାହା ବହୁ ଦିନରୁ ସନ୍ଧାନରେ ଥିଲେ। ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ। ଅନ୍ତରଙ୍ଗ ବନ୍ଧୁ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ।      

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.