ARTICLE AD BOX
ମେଷ: ବାପାଙ୍କ ଆଶୀର୍ବାଦ ପାଇବେ। ବିଶେଷ ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ପାରିବାରିକ ଜୀବନ ସୁଖମୟ ରହିବ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ଅଫିସର କୌଣସି କାମରେ ଯାତ୍ରା କରିବାକୁ ପଡ଼ିପାରେ। କାହାରି ସହିତ ମିଶି କିଛି ନୂଆ ଶିଖିବାକୁ ପାଇବେ। ତରବରିଆରେ ଆସି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ସବୁ ଅଶାନ୍ତି ଦୂର ହେବ। ଘରର ବଡ଼ଙ୍କର ସହଯୋଗ ପାଇବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଅଫିସରେ ନିଜର କାମ ମନପ୍ରାଣ ଢ଼ାଳି କରିବେ। କୌଣସି ବନ୍ଧୁ ସହିତ ମିଶି ବହୁତ ଖୁସି ହେବେ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ପାରିବାରିକ ଜୀବନରେ ସୌଭାଗ୍ୟ ବୃଦ୍ଧି ହେବ। ଧନଲାଭର ମଉକା ହାତକୁ ଆସିବ। ବଡ଼ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିପାରେ। ଇଂଜିନିୟର ଛାତ୍ରଛାତ୍ରୀ ଆଗକୁ ବଢ଼ିବାର ସୁଯୋଗ ପାଇବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ବେପାରବଣିଜରେ ଆଶାଠୁ ଅଧିକ ଲାଭ ପାଇବେ। ସନ୍ଧ୍ୟାରେ ବନ୍ଧୁ ସହିତ ଅଧିକ ସମୟ ବିତାଇବେ। ଛାତ୍ରଛାତ୍ରୀ ଲେଖାପଢ଼ା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ। କାରବାରରେ ନିବେଶ ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। ପିଲାର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ। କଳା କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ଆହୁରି ପଢ଼ନ୍ତୁ- 🔴Cyclone Akvan: ସ୍ଥଳଭାଗ ମୁହାଁ ବାତ୍ୟା ‘ଅକଭାନ’, ବାତ୍ୟା ପାଇଁ ଅଧିକାରୀଙ୍କୁ ଦାୟିତ୍ବ ୧୯ରୁ ୨୧ ଯାଏ ଗଜପତି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ
ତୁଳା: ବିନା କାରଣରେ ଆରମ୍ଭ ହୋଇଥିବା ସମସ୍ୟା ସମାପ୍ତ ହେବ। ରାଜ୍ୟ ବାହାରରେ ବେପାର କରିବା ପାଇଁ ଯୋଜନା କରିବେ। କାମ ନିର୍ଦ୍ଧାରିତ ସମୟରେ ପୂରା କରିବାର ସଫଳ ହେବେ। ବନ୍ଧୁ ଘରୁ ଖୁସି ଖବର ପାଇବେ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ଦୀର୍ଘ ଦିନ ପରେ ପରିବାର ସହିତ ସମୟ ବିତାଇବେ। ସ୍ଥଗିତ ଥିବା କାମରେ ପ୍ରଗତି ହେବ। ଡିପ୍ଲୋମା କରୁଥିବା ଛାତ୍ରଛାତ୍ରୀ ନିଜର ସିନିୟରଙ୍କ ଠାରୁ ମହତ୍ବପୂର୍ଣ୍ଣ ସୂଚନା ପାଇବେ। ପ୍ରେମ ଜୀବନ ଭଲ ରହିବ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଢ଼ିବ। କାହାରି ଠୁ ନେଇଥିବା ଋଣ ପରିଶୋଧ କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ରୁଚି ବଢ଼ିବ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ମହତ୍ବପୂର୍ଣ୍ଣ ଫଇସଲା ନେଇ ପାରନ୍ତି। ନିବେଶ ମାମଲାରେ ଘରର ବଡ଼ଙ୍କଠାରୁ ନୂଆ ପରାମର୍ଶ ନେବେ। ଯାହା ଆର୍ଥିକ ସ୍ଥିତି ଓ ଘରର ବ୍ୟବସ୍ଥାକୁ ଠିକ୍ ରଖିବାରେ ସହାୟକ ହୋଇପାରେ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଯୋଜନାରେ ସଫଳତା ମିଳିବାର ସମ୍ଭାବନା ଅଛି। ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ। ଖେଳ ଜଗତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ବିପରୀତ ପରିସ୍ଥିତିରେ ଧୈର୍ଯ୍ୟ ଧରି ରହନ୍ତୁ। ପୁରୁଣା ଭୁଲ୍ ପାସୋରି ଆଗକୁ ବଢ଼ିବେ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟା ପ୍ରଚାର କରିପାରନ୍ତି। ମାନସିକ ଶାନ୍ତି ଓ ସ୍ଥିରତା ପାଇଁ ଧ୍ୟାନଯୋଗ କରନ୍ତୁ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

43 minutes ago
1


