ARTICLE AD BOX
ଶ୍ରାବଣ ମାସର ଦ୍ବିତୀୟ ସୋମବାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରସିଦ୍ଧ ହରିଶଙ୍କର ପୀଠରେ ଶ୍ରଦ୍ଧାଳୁ ଓ ବୋଲ୍ବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଲମ୍ବା ଧାଡ଼ିରେ ଆସି ଭକ୍ତମାନେ ହରିଶଙ୍କରଙ୍କ ଦର୍ଶନ କରିଥିଲେ।
long line at harishankar Photograph: (sambad.in)ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ଶ୍ରାବଣ ମାସର ଦ୍ବିତୀୟ ସୋମବାର ବଲାଙ୍ଗୀରଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରସିଦ୍ଧ ହରିଶଙ୍କର ପୀଠରେ ଶ୍ରଦ୍ଧାଳୁ ଓ ବୋଲ୍ବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଲମ୍ବା ଧାଡ଼ିରେ ଆସି ଭକ୍ତମାନେ ହରିଶଙ୍କରଙ୍କ ଦର୍ଶନ କରିଥିଲେ।
ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା
ରବିବାରଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ବୋଲବମ୍ ଭକ୍ତମାନେ ଆସିଥିଲେ | ସୋମବାର ଭୋର୍ରୁ ପାପନାଶିନୀ ଝରଣାରେ ଗାଧୋଇ ପୂଜାର୍ଚ୍ଚନା ପରେ ହରିଶଙ୍କରଙ୍କ ଦର୍ଶନ ତଥା ଜଳଲାଗି କରିଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଥିଲା।
Rourkela traffic: ସୁଧୁରୁନାହାନ୍ତି ଅମାନିଆ ଗାଡ଼ି ଚାଳକ; ୪ ମାସରେ ୨୮ ହଜାର ଚାଳକଙ୍କୁ ଇ-ଚାଲାଣ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 days ago
5


