ARTICLE AD BOX
କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ବଜାରରେ ଥିବା ଜୟଗୁରୁ ସୁନା ଦୋକାନରୁ ଲୁଟ୍ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଦୋକାନର ସଟର ତାଡ଼ି ଭିତରେ ପଶି ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।
A jewellery shop in Jarimula Bazaar under Rajnagar police station limitswas targeted by thieves Photograph: (sambad.in)ରାଜନଗର: ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ାଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ବଜାରରେ ଥିବା ଜୟଗୁରୁ ସୁନା ଦୋକାନରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ସଟର ତାଡ଼ି ସୁନା, ରୁପା ଅଳଙ୍କାର ସମେତ ଟଙ୍କା ଲୁଟି ନେଇଛନ୍ତି। ସଟର ତାଡ଼ି ଦୋକାନ ମଧ୍ୟରେ ପଶିବାର ଚିତ୍ର ସିସିଟିଭିରେ କଏଦ ହୋଇଛି।
ସିସିଟିଭି ଆଧାରରେ ତଦନ୍ତ କରାଯାଉଛି
ପୁଲିସ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନଥିବା ବେଳେ ସିସିଟିଭି ଆଧାରରେ ତଦନ୍ତ କରାଯାଉଥିବା ପୁଲିସ ସୂଚନା ଦେଇଛି।
Elephant Attack: ଲାଞ୍ଜିଗଡ଼ ବେତିଆପଡ଼ାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
2


