ARTICLE AD BOX
ଭୁବନେଶ୍ବର: ଗତ ଦୁଇ ଦିନ ଧରି ସୁନା ଦର ବୃଦ୍ଧି ପାଉଛି। ଗତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସୁନା ଦର କମୁଥିଲା। କିନ୍ତୁ ଗତକାଲିଠାରୁ ତାହା ପୁଣି ବଢ଼ିବା ଆରମ୍ଭ ହୋଇଛି। ଏହି ୨ ଦିନରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୪୨୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ୨୬୪୦ ଟଙ୍କା ମହଙ୍ଗା ହୋଇଛି। ଆଜି ୨୨ କ୍ୟାରେଟ୍ ସୁନା ଦର ୧୨୦୦ ଟଙ୍କା ବଢ଼ି ୧,୪୩,୬୦୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ସୁନା ଦର ୧୩୧୦ ଟଙ୍କା ବଢ଼ି ୧,୫୬,୬୬୦ ଟଙ୍କା ହୋଇଛି। ରୁପା କେଜି ୨,୫୫,୦୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି।
Advertisment

38 minutes ago
1


