Ganja: ବୋଲେରୋରୁ ୫୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

46 minutes ago 1
ARTICLE AD BOX

କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ବଡ଼ ସଫଳତା । ଏକ ବୋଲେରୋ ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ବାଦିଗଡ଼ ନିକଟରେ ପୁଲିସ ଚଢ଼ଉ କରି ଗାଡ଼ିଟିକୁ ଜବତ କରିଛି ।

 ବୋଲେରୋରୁ ୫୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଲମତାପୁଟ: କୋରାପୁଟଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ବଡ଼ ସଫଳତା । ଏକ ବୋଲେରୋ ଗାଡ଼ିରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ବାଦିଗଡ଼ ନିକଟରେ ପୁଲିସ ଚଢ଼ଉ କରି ଗାଡ଼ିଟିକୁ ଜବତ କରିଛି । ସୂଚନା ଅନୁଯାୟୀ, ଗାଡ଼ି ଭିତରୁ ୫୪୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ରାଜେନ୍ଦ୍ର କୁଳଦୀପ (୩୨) ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା ଚଳାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।   

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.