Gambling Case: ଜୁଆଆଡ଼ାରେ ଚଢ଼ଉ: ବନ୍ଧାହେଲେ ୯ ଜୁଆଡ଼ି

1 month ago 14
ARTICLE AD BOX

ରାଉରକେଲା: ‌ଜୁଆଆଡ଼ାରେ ଚଢ଼ଉକରି ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ମହତାବ ରୋଡ୍‌ର ଶନି ଚୌଧୁରୀ (୨୯), ଶ୍ରବଣ କୁମାର ରାମ (୧୯), ନାଲାରୋଡ୍‌ର ଫରଦିନ୍‌ ଖାନ (୨୨), ଟିମ୍ବର କଲୋନିର ସୁଧାଂଶୁ ରାୟ (୫୬), ଉମା ଟକିଜ୍‌ ଅଞ୍ଚଳର ଧର୍ମନାଥ ଗୁପ୍ତା (୩୮), ଡେଲିମାର୍କେଟ୍‌ର ନକୁଲ ଶାହା (୨୭), ପାୱାର ହାଉସ୍‌ ରୋଡ୍‌ ଅଞ୍ଚଳର ରାଜେଶ ସେନାପତି(୪୫), ମାଲଗୋଦାମର ଭାଗିରଥୀ ପ୍ରାମାଣିକ (୨୫) ଓ ଡିଲକ୍ସ ଲେନ୍‌ ଗଳିର ମହମ୍ମଦ ରାଜୀମ (୨୮)।

Healthcare Crisis: ଅନ୍ତିମ ଶଯ୍ୟାରେ ଜିଲ୍ଲାର ସ୍ବାସ୍ଥ୍ୟସେବା: ୪୦.୪୪ ପ୍ରତିଶତ କର୍ମଚାରୀ ଅଭାବ

ଟ୍ରାଫିକ୍‌ ଗେଟ୍‌ ପାର୍କିଂରେ ଜୁଆ

ଅଭିଯୁକ୍ତଙ୍କ ପାଖରୁ ନଗଦ ୧୮,୮୧୦ ଟଙ୍କା, ୯ଟି ମୋବାଇଲ, ତାସ୍‌ମୁଠା ଜବତ ହୋଇଛି। ସୂଚନା ଅନୁସାରେ, ପ୍ରତିନିଧ ଭଳି ରବିବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ଟ୍ରାଫିକ୍‌ ଗେଟ୍‌ ପାର୍କିଂରେ ଜୁଆ ଖେଳୁଥିଲେ। ଏନେଇ ସୂଚନା ପାଇ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଅତର୍କିତ ଚଢଉକରି ଅଭିଯୁକ୍ତମାନଙ୍କୁ କାବୁ କରିନେଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.