Flood in Odisha: ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲେ ମନ୍ତ୍ରୀ

1 week ago 5
ARTICLE AD BOX

ବନ୍ୟାର ପ୍ରକୋପ କମିଛି। କିନ୍ତୁ ବନ୍ୟା ଅଞ୍ଚଳରେ ଲୋକଙ୍କ ଦୁଃଖ ଦୂର ହୋଇନାହିଁ। ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀର ଆନନ୍ଦପୁର, ଖଡ଼ିପଦା, କରଦା, ସୋହଡ଼ା, ପଧାନି ଓ ନଦୀଗାଁ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ପୀଡ଼ିତ ଲୋକମାନଙ୍କୁ ଭେଟି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେମାନଙ୍କ ସମସ୍ୟା ବୁଝୁଛନ୍ତି। 

05 Aug 2026 16:28 IST

05 Aug 2026 16:28 IST

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.