ARTICLE AD BOX
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ରେ ଲଗାଣ ବର୍ଷା। ଧଣ୍ଡାମୁଣ୍ଡା ପଞ୍ଚାୟତ ହରିଶଙ୍କର ତୀର୍ଥ କ୍ଷେତ୍ରକୁ ଯୋଗାଯୋଗ କରୁଥିବା ଶୁଖାଯୋର ପୋଲ ଉପରେ ୩ ଫୁଟ୍ ପାଣି ପ୍ରବାହିତ। ଜଳସ୍ତର ଧୀରେଧୀରେ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ିଛି।
/sambad/media/media_files/2026/08/08/screenshot-2026-08-08-174322-2026-08-08-17-46-16.jpg)
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


