ARTICLE AD BOX
ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଛି | ହଠାତ ଗୋଦାମ ଘରେ ଥିବା ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ ଘଟିଛି।
/sambad/media/media_files/2026/10/30/kuldiha-forest-range-office-2026-10-30-12-27-33-2026-10-30-13-37-16.webp)
ନୀଳଗିରି(ଲୋକନାଥ ଦଳେଇ): ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଛି | ହଠାତ ଗୋଦାମ ଘରେ ଥିବା ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ ଘଟିଛି।
ଆହୁରି ପଢନ୍ତୁ :East Zone Sport Climbing: ପୂର୍ବାଞ୍ଚଳ ସ୍ପୋର୍ଟ କ୍ଲାଇମ୍ବିଂ: ଓଟିଏସ୍ଏଏଫ୍କୁ ୫ ପଦକ
ଏହି ଅଗ୍ନିକାଣ୍ଡରେ ଶିକାରୀଙ୍କ ଠାରୁ ଜବତ ହୋଇଥିବା ୩ ବାଇକ, ବନ୍ଧୁକ, ଆସବାବପତ୍ର ଜଳିଯାଇଛି।ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା। ଖବର ପାଇ ଘଟଣା ସ୍ଥଳରେ କୁଲଡିହା ରେଞ୍ଜର ମନୋରଞ୍ଜନ ନାୟକ ଓ ଏସିଏଫ ମାଣିକେଶ୍ବରୀ ହାଁସଦା ପହଞ୍ଚି ତଦାରଖ କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


