Explore Goa on a budget : କମ ଖର୍ଚ୍ଚରେ ବୁଲନ୍ତୁ ଗୋଆ

51 minutes ago 1
ARTICLE AD BOX

ଅକ୍ଟୋବର ଆସିଲାଣି ଛୁଟି କାଟିବାକୁ ଗୋଆ ବୁଲିବାର ପ୍ଲାନ୍ କରୁଛନ୍ତି କି? ଅଧିକ ଖର୍ଚ୍ଚ ନକରି ଗୋଆର ମନୋରମ ସ୍ଥାନ ବୁଲିବା ସହ କମ୍ ବଜେଟ୍‌ରେ ଗୋଆର ଖାସ୍‌ ଆକର୍ଷଣ ଦେଖିବାର ଜାଣନ୍ତୁ ସହଜ ଉପାୟ।

ଅକ୍ଟୋବର ମାସ ଆରମ୍ଭ ହୋଇଗଲାଣି। ଆଉ ଏହା ସହ ଛୁଟି କାଟିବାକୁ ମନପସନ୍ଦର ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ସମସ୍ତେ ପ୍ଲାନ୍ କରିବା ଆରମ୍ଭ କଲେଣି। ତେବେ ଏଥର ଆପଣ ଗୋଆ ବୁଲିବାକୁ ଯିବାକୁ ଚାହୁଁଛନ୍ତି କି ?  ଭାରତର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ଗୋଆ । ସମୁଦ୍ର, ବେଳାଭୂମି, ସୂର୍ଯ୍ୟାସ୍ତ ଆଉ ପୁରୁଣା ସ୍ଥାପତ୍ୟ ଗୋଆର ଆକର୍ଷଣ ସମସ୍ତଙ୍କୁ ଟାଣିଥାଏ। ହେଲେ ଅଧିକ ଖର୍ଚ୍ଚ ହେବ ବୋଲି ଭାବି ଅନେକ ଲୋକ ଗୋଆ ଯିବାର ପ୍ଲାନ୍ ବାତିଲ କରିଦିଅନ୍ତି । କିନ୍ତୁ ଗୋଆ ବୁଲିବା ପାଇଁ ସବୁବେଳେ ଅଧିକ ଟଙ୍କା ଖର୍ଚ୍ଚ କରିବା ଜରୁରୀ ନୁହେଁ । ଗୋଆରେ ଏମିତି କିଛି ସ୍ଥାନ  ଅଛି ଯାହାକୁ ଆପଣ ମାଗଣାରେ ମଧ୍ୟ ବୁଲି ଉପଭୋଗ କରିପାରିବେ । ତେବେ କମ୍ ଖର୍ଚ୍ଚରେ କିପରି ବୁଲିବେ ଗୋଆ  ଆସନ୍ତୁ ଜାଣିବା ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.